- Hits: 821
ସଂଗଠିତ ଏବଂ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ହିଁ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ସୁଶାନ୍ତ ସିଂହ
ଭୁବନେଶ୍ୱର,(ଶାସକ ପ୍ରଶାସକ) ପେନ୍ସନ୍ ସପ୍ତାହ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୨ଟି ପେନ୍ସନ୍ ଯୋଜନା ଯଥା-"ପ୍ରଧାନମନ୍ତ୍ରୀ ଶ୍ରମଯୋଗୀମାନଧନ ଯୋଜନା' ଓ...