- Hits: 310
ରାଜ୍ୟର କର୍ପୋରେଟ୍ ଅନୁଷ୍ଠାନ ଓ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଟିକାକରଣ ସମୀକ୍ଷା
ଜୁଲାଇ ମାସରେ ଓଡିଶାର ପିଏସୟୁ ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ - ଧର୍ମେନ୍ଦ୍ର ନୂଆଦିଲ୍ଲୀ/ଭୁବନେଶ୍ୱର – ଚଳିତ ଜୁଲାଇ ମାସରେ ଓଡିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡିକ ନିଜ...