- Hits: 354
ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ସୁକିନ୍ଦାରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ‘ଘରଚଟିଆକୁ ଭଲ ପାଆନ୍ତୁ’ ର ଶୁଭାରମ୍ଭ
ସ୍ୱେଚ୍ଛାସେବୀମାନଙ୍କୁ ୪୦ଟି ପକ୍ଷୀ ବସା ବାକ୍ସ ବଣ୍ଟନ ସୁକିନ୍ଦା: ବର୍ତ୍ତମାନ ସମୟରେ ଘରଚଟିଆଙ୍କ ସଂଖ୍ୟାରେ ଉତ୍ଥାନ ପତ୍ତନ ଦେଖାଯାଉଥିବାବେଳେ ଘରଚଟିଆଙ୍କ ସଂଖ୍ୟାରେ ବୃଦ୍ଧି ଆଣିବା ସମ୍ପର୍କିତ ବାର୍ତ୍ତାର ପ୍ରସାର ପାଇଁ ଟାଟା ଷ୍ଟିଲ...












