Sign in
Sign in
Recover your password.
A password will be e-mailed to you.
ଓମାନରେ ଓଡିଆ ଯୁବକ ମୃତ;ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର, ୧୨।୦୯ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ମୃତ ଓଡିଆ ଯୁବକ ଶେଖ ଜାଫର ଉଦ୍ଦିନଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ,…
“ପୁରୀ ଶଙ୍କରାଚାର୍ଯ୍ୟଙ୍କ ୨୦୧୮ ଭବିଷ୍ୟବାଣୀ ସତ୍ୟ ହେବାକୁ ଯାଉଛି।”
ନେପାଳରୁ ବିପ୍ଳବ ସୃଷ୍ଟି ହେବ, ଭାରତ ଶିଖିବ
ପୁରୀ, ଓଡ଼ିଶା: ଭାରତ ଏବଂ ସମଗ୍ର ବିଶ୍ୱ ଏଥିରୁ ଶିଖିବ। ୨୦୧୮ ମସିହାରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଦିଆଯାଇଥିବା ଏପରି ଏକ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ନେପାଳର ରାଜଧାନୀ…
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ
ନବରଙ୍ଗପୁର ତା ୧୨.୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା ରେ ୧୭ ସେପ୍ଟେମ୍ବର ରୁ “ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ 'ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଆରମ୍ଭ' ହେବାକୁ ଯାଉଛି। ଏହି ଅବସରରେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ…
ଲଜ୍ ରେ ଯୌନ କାରବାର,ମେନେଜର୍ ସମେତ ୪ ଗିରଫ।
ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟାଉନ ହଲ୍ ସାମ୍ନାରେ ଥିବା ଏକ ଲଜ୍ ରେ ଅତର୍କିତ ଚଢ଼ାଉ କରି ସଫଳତା ପାଇଛନ୍ତି। ଉକ୍ତ ଲଜ୍ ରେ ଯୌନ କାରବାର ଚାଲିଥିବା ବେଳେ ସଂମ୍ପୃକ୍ତ ୩ ଗ୍ରାହକ ଓ ହୋଟେଲ ପରିଚାଳକ ଯଥା ଆକାଶ, ବିଷୋୟୀ,ଅଜୟ ବେହେରା, ଚିନ୍ମୟ ପାତ୍ର…
ପଙ୍ଖାରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳି : ହିଞ୍ଜିଳି ଥାନା ଅନ୍ତର୍ଗତ ବଇଁଚବଣିଆ ଅଞ୍ଚଳରେ ପ୍ରିୟଜୀତ୍ ଜେନା ନାମକ ଜଣେ ଯୁବକ ନିଜ ଭିଣୋଇ ଘରେ ପଙ୍ଖା ରେ ରଶି ଲଗାଇ ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ର ଘର ଆଡପଡା ଫାଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ତାଙ୍କର ଭିଣୋବୈଦୁର୍ଯ୍ୟମଣି ଙ୍କର ଘରେ…
ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶା ମେଟାଲିକ୍ସ ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ…
ଝାରସୁଗୁଡା: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଇସ୍ପାତ ମନ୍ତ୍ରଳlୟ, ଭାରତ ସରକାର ଝାରସୁଗୁଡାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ରଶ୍ମି ଗ୍ରୁପ୍) ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ କର୍ମଶାଳା ଆୟୋଜନ କରିଛନ୍ତି। ଶ୍ରୀ ଆଲୋକ ଅବସ୍ଥି, ସହଯୋଗୀ ଉପାଧ୍ୟକ୍ଷ -…
ବିଡିଓଙ୍କୁ ଚାପରେ ରଖି ବିଜେପି ନେତାଙ୍କ ପାଇଁ ପିସି ସଂଗ୍ରହ ଲକ୍ଷ୍ୟ
ପଞ୍ଚାୟତ ସମିତିରେ ବିଡିଓଙ୍କ ବିଲ୍ ପାସ କରିବା କ୍ଷମତା ଦୁଇରୁ ଦଶ ଲକ୍ଷକୁ ବୃଦ୍ଧି ପ୍ରସଙ୍ଗ
ପଞ୍ଚାୟତ ସମିତିର କ୍ଷମତାକୁ ସଙ୍କୁଚିତ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ: ବିଜେଡି
ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା କାଢିନେଇ ନିଜେ ବ୍ୟବହାର କରିବା ପାଇଁ ଏପରି ନିଷ୍ପତ୍ତି…
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନ୍ୟାସ୍ନାଲ ମେଡିକାଲ ରେକର୍ଡସ ଦିବସ ପାଳିତ
ଭୁବନେଶ୍ୱର, ୧୧ /୯: ପୂର୍ବ ଭାରତର ଅଗ୍ରଣୀ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବୁଧବାର ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମମରେ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ…
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୧ /୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ରେ ଏମ୍.ବିଏ(ଏଚଏମ୍) ଓ ବିଏଚ୍ଏମ୍ (ସିଟି)ର ନୂତନ ବର୍ଷ ୨୦୨୫-୨୦୨୭ ଓ୨୦୨୫- ୨୦୨୮ବ୍ୟାଚ୍ ର ନୂତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗୁରୁବାର ଏକ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ…
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍ସିଟି ଫେୟାର
ଭୁବନେଶ୍ୱର,୧୧ । ୯: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା…