ରାଉରକେଲା:(ବସନ୍ତ କୁମାର ଜେନା):କଟକ: ସମ୍ପ୍ରତି କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। କଟକ ବାଲିଯାତ୍ରା ଓଡ଼ିଶାର ଅସ୍ମିତା,ବୀରତ୍ବ, ସାହାସିକତା,କଳା, ସଂସ୍କୃତି ତଥା ନୈ।ବାଣୀଜ୍ୟ ର ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ଏଠାରେ ବସୁଥିବା ବଜାର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏହି ପରିପ୍ରେକ୍ଷୀରେ ରାଉରକେଲାର ଗୃହସ୍ଥୀ ଉଦ୍ୟୋଗ ଷ୍ଟଲ ଜି/୨୧ ଏବଂ ଜି/୨୬ ରେ ତାର ବିଭିନ୍ନ ମସଲା ଓ ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ ନେଇ ସେଠାରେ ବିପ୍ପଣୀ ଖୋଲିଛି। ସେଠାରେ ମଧ୍ୟ ଗୃହସ୍ଥୀ ବଜାର ପାଖରେ ଗ୍ରାହକଙ୍କ ଭିଡ ଲାଗି ରହିଛି। ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ କ୍ୱାଲିଟୀ ପାଇଁ ଏହା ଗ୍ରାହକଙ୍କ ପସନ୍ଦ ହୋଇଥିବାରୁ ସେଠାରେ ଅଫର ମଧ୍ୟ ଦିଆଯାଉଛି। ଗୋଟିଏ ରେ ଗୋଟିଏ ମାଗଣା, ପ୍ରତ୍ୟେକ ୩୦୦ ଟଙ୍କାର କ୍ରୟ ଉପରେ ମଗ୍,୬୦୦ ଟଙ୍କାର କ୍ରୟ ଉପରେ ଗୋଟିଏ କଣ୍ଟେନର ଓ ପ୍ରତ୍ୟେକ ୧୨୦୦ ଟଙ୍କାର କ୍ରୟ ଉପରେ ଗୋଟିଏ ବାଲଟି ଉପହାର ଭାବେ ଦିଆଯାଉଛି। ଫଳରେ ଗୃହସ୍ଥୀ ବଜାର ପାଖରେ ଭିଡ ପରିଲକ୍ଷିତ ହେଉଛି।
Sign in
Sign in
Recover your password.
A password will be e-mailed to you.