ଜିଲ୍ଲାସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ପାଳିତ

ଜଗତସିଂହପୁର ତା ୦୧.୦୭.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ବୈଜ୍ଞାନିକ ତଥା…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ

ଜଗତସିଂହପୁର,ତା-୦୧.୦୭.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ଆଜି ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି| ମା ଲକ୍ଷ୍ମୀ ଶ୍ରୀ ମନ୍ଦିର…

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲୁଗାଁ:(ସେକ କୌସର): ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଗୋପବନ୍ଧୁ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ସ୍ବାଇଁଙ୍କୁ ସୋମବାର ପୂର୍ବାହ୍ନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସେବା ନିବୃତ ସମ୍ବର୍ଦ୍ଧନା ସଭାରେ ଏବିଇଓ ନୀଳାଦ୍ରି ଭୂଷଣ…

କଂଗ୍ରେସ୍ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଡବଲ୍ ଇଞ୍ଜିନ ସରକାରରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିବା ସହିତ ଦିନକୁ ଦିନ ନାରୀ ନିର୍ଯ୍ୟାତନା ମଧ୍ୟ ବଢି ଚାଲିଛି I ଏହାକୁ ବିରୋଧ କରି ବିଜେପି ସରକାରଙ୍କ ଉପରେ ଗର୍ଜିଛି କଂଗ୍ରେସ୍ I ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ୍ ନେତା…

ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରୀକ ସମ୍ପର୍କ ; ଯୁବକ ଗିରଫ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରେମ, ସମ୍ପର୍କ,ଧୋକ୍କା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି I ଯୁବକ ଜଣଙ୍କ ହେଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆମ୍ବବାଲି ଗ୍ରାମର ସମୀର୍ ଗୌଡ଼ (23) I ସୂଚନା ପ୍ରକାରେ ସମୀର୍ ଗତ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ…

ବେଲଗୁଣ୍ଠା ବ୍ଳକ୍ ର ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ଅବସରରେ…

କିଣ୍ଡିରାରେ ୭୫ ତମ ବନ ମହୋତ୍ସବ ଅନୁଷ୍ଠିତ

କୁଚିଣ୍ଡା:୧/୭:କୁଚିଣ୍ଡା ବ୍ଲକ କିଣ୍ଡିରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ସଭା ଗୃହ ଓ ବଗିଚା ପରିସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ଵରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ମହାକୁଡ଼ ମୁଖ୍ୟ ଅତିଥି,…

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା: ସାମୁହିକ ଛୁଟିରେ ଗଲେ କେନ୍ଦୁଝର ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ।

ଆକ୍ରମଣକୁ ଦୃଢ଼ ନିନ୍ଦା ସହ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ। କେନ୍ଦୁଝର, ୧ ଜୁଲାଇ ୨୦୨୫: ଭୂବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ବରିଷ୍ଠ ଓଏଏସ ଅଧିକାରୀ ଶ୍ରୀ ରତ୍ନାକର ସାହୁଙ୍କ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣର କଡ଼ା ପ୍ରତିକ୍ରିୟା ସ୍ୱରୂପ,…

ଭୁତଳ ଜଳ ଯୋଜନାରେ ଦୁର୍ନୀତି ବିରୋଧରେ ଧାରଣା – ତପନ ହୋତାଙ୍କ ଜନମୁଖୀ ଆନ୍ଦୋଳନ ନବମ ଦିନକୁ ପହଞ୍ଚିଲା l

ବଲାଙ୍ଗିର:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ଭୁତଳ ଜଳ ସଂରକ୍ଷଣ ଯୋଜନାରେ ଘଟୁଥିବା ଗମ୍ଭୀର ଅବହେଳା, ଅନିୟମତା ଓ ଅଭିଯୁକ୍ତ ପଦାଧିକାରୀମାନଙ୍କ ଦୁର୍ନୀତି ବିରୋଧରେ ତପନ କୁମାର ହୋତା ଗତ ୯ ଦିନ ଧରି ଭୁବନେଶ୍ୱର ଡେଲଟା ଛକ ନିକଟରେ ଧାରଣା…

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ଆଶୀର୍ବାଦ ଶୁଦ୍ଧ ଚକି ଅଟ୍ଟା ପକ୍ଷରୁ ଭର୍ଚୁଆଲ ପଦ୍ଧତିରେ ଭକ୍ତମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ପ୍ରସାଦ ପ୍ରସ୍ତୁତି ଓ ଅର୍ପଣ ସହିତ ଏକ ଅନ୍ତର୍ନିବେଶୀ ଆଧ୍ୟାତ୍ମିକ ଯାତ୍ରାରେ ନିଆଯାଇଥିଲା ଏବଂ ଆରାଧ୍ୟ ଦେବତାମାନଙ୍କର ହୋଲୋଗ୍ରାଫିକ ଦର୍ଶନ ସହିତ ସେଥିରେ ପରିସମାପ୍ତି ଘଟିଥିଲା…