Sign in
Sign in
Recover your password.
A password will be e-mailed to you.
ଭକ୍ତ ଓ କଂଗ୍ରେସର ମାନହାନୀ ଓ କୁତ୍ସାରଟନା: ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ
> ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହେଲେ ବରିଷ୍ଠ ଆଇନଜୀବୀ
> ରାଜ୍ୟବ୍ୟାପୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର ତା ୨୩.୧୦.୨୫ :- ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ…
ଭୋଟ୍ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବାଦ୍ ନୁହେଁ
ସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ
ଏସ୍ଆଇ କେଳଙ୍କାରୀ ଓ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ ପାଇଁ ଦାବି କଲା କଂଗ୍ରେସ
ନୂଆପଡ଼ା / ଭୁବନେଶ୍ୱର ତା…
ବିଷପାନ କରି ଜଣେ ମୃତ
ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଘଷାଦେଇପୁର ଗାଆଁର ନୀରାକାର ମହାରଣା (୫୦) ବିଷ ପାନକରି ଆତ୍ମହତ୍ୟା କରିଥିବା ନେଇ ଓଡ଼ଗାଁ ଥାନାରେ ତାଙ୍କ ସ୍ତ୍ରୀ ସୁକାନ୍ତି ମହାରଣା ଅଭିଯୋଗ କରିଛନ୍ତି । ଓଡ଼ଗାଁ ପୋଲିସ ୩୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ…
ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫
ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ ଶିଖରପୁରର ଦଳଗତ ନୃତ୍ୟ ଜିଲ୍ଲାକୁ ଉନ୍ନିତ
ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଜିଉ…
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ପାଇଁ ଜଣେ ଟେକେନସିଅନ
୩ ଜଣଙ୍କ ସ୍ଥାନରେ ଜଣେ ନମୁନା ସଂଗ୍ରହ କରି ପରୀକ୍ଷା କରିବାରେ ବିଳମ୍ବ, ଅତିରିକ୍ତ ଟେକେନସିଅନ ନିଯୁକ୍ତି ପାଇଁ ଦାବି।
ଓଡ଼ଗାଁ ୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ, ମଳ, ମୂତ୍ର ଏବଂ କଫ ପରୀକ୍ଷା ପାଇଁ ଜଣେ ମାତ୍ର…
ପିସିସି ସଭାପତି ଭକ୍ତ ଦାସ ଓ ଦଳକୁ ମିଛରେ ବଦନାମ ଉଦ୍ୟମକୁ କଂଗ୍ରେସର ନିନ୍ଦା।
କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ରାଲି ସହ ଟାଉନ ଥାନାରେ ଏତଲା।
କେନ୍ଦୁଝର,ତା୨୩/୧୦- ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ…
ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡ଼ା ଉତ୍ସବ ‘ଉତ୍ସାହ’
ନୟାଗଡ଼(ବିଶ୍ୱଜିତ ନାୟକ):- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜ଼ିଲ୍ଲା ପ୍ରଶାସନ ମିଳତ ଆନୁକୂଲ୍ୟରେ ୩ ଗୋଟି ଶିଶୁ ଗୃହରେ ଥିବା ଅନ୍ତେବାସୀଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗୀମାନେ ଆଜି ନୟାଗଡ଼ ଷ୍ଟାଡିୟମ୍ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଏକ…
ଉପଜିଲ୍ଲାପାଳ ଗୁମ୍ମା ବ୍ଲକର ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଉପ-ଜିଲ୍ଲାପାଳ , ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା ଗୁମ୍ମା ବ୍ଲକର ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ଲାଗି ଶୁଖିଲା ସାମଗ୍ରୀ ର ମାନ ଯାଞ୍ଚ କରିବା ସହ ସଠିକ୍ ପରିମାଣ ମିଶ୍ରଣ ର ତଦାରଖ କରିଥିଲେ।…
ଏଲ୍ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ଶୁଣିଲେ ଛାତ୍ରଛାତ୍ରୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ I ଗତ ଦୁଇ ବର୍ଷ ଧରି ପାଖାପାଖି ଷାଠିଏ ହଜାର ସାଇବର ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ କିଛି ମାମଲା ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ମାମଲା ବିଚାରାଧୀନ ରହିଛି I ତେବେ ସାଇବର୍…
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ୨୦୨୫
ଜଗତସିଂହପୁର,ତା-୨୩.୧୦.୨୦୨୫/ସୁମନ୍ତ କୁମାର ଦାସ: ଚଳିତ ବର୍ଷ ୨୦୨୫ ରେ ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହେବ। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରଯାଇଛି ।ଆଜି ପ୍ରଥମ ଦିବସ ରେ ରଘୁନାଥପୁର ବ୍ଲକ୍…