Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱରଠାରେ ଫେସବୁକର ସର୍ବବୃହତ କର୍ମଶାଳା ସାମିଲ ହେଲେ ୨୨୫୦ ଉଦ୍ୟୋଗୀ
ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି । ବୁଷ୍ଟ…
ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର- ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ "କାଠପୁଅ' ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ…
ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର…
ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ…
ପ୍ରତାପଙ୍କ ନାଲିଆଖି ପରେ ବନ୍ଦ ହେଲା ରୋଗୀଙ୍କୁ ‘ନଟ୍ ଫରସେଲ’ ମେଡିସିନ୍ ବିକ୍ରି ଆ·ର୍ଯ୍ୟ ହରିହର ହରିହର କର୍କଟ…
ନୂଆଦିଲ୍ଲୀ : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ନଟ୍ ଫର ସେଲ ମେଡିସିନ୍ ଗୁଡିକ୍ ବିକ୍ରୀ ହେଉଛି ବୋଲି ଅଭିଯୋଗ ହେବା…
ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ…
ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ । ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…
ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଭାତଙ୍କୁ କୋର୍ଟରେ ହାଜର କଲା ସିବିଆଇ ବିଶେଷ ଖିଅ ପାଇଲାନି, ସିବିଆଇ ମାଗିଲା ଇଡିର…
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସିବିଆଇ ରିମାଣ୍ଡର ଅବଧିପୂର୍ବରୁ ସିବିଆଇ ଅଦାଲତରେ ହାଜର କରାଇଦେଇଛି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ । ଭିତର ଖବର ଅନୁଯାୟୀ ସିବିଆଇ ପ୍ରଭାତଙ୍କୁ ବେଶୀ ସମୟ ଜେରା କରିପାରିନି । ଯଦିଓ ପ୍ରଭାତ ଅସୁସ୍ଥ ଥିବା ଯୋଗୁ ଜେରା ସମ୍ଭବ ହୋଇପାରିନାହିଁ ବୋଲି…
ରୋମ ଜଳିଲା ବେଳେ ସମ୍ରାଟ ନୀରୋଙ୍କ ବଂଶୀ ବାଦନ, ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ…
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ :କଥାରେ ଅଛି ରୋମ ଜଳିଲା ବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ .......ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓଡିଶା ପାୱାର ଜେନେରେସନ କର୍ପୋରେସନ ରେ । ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ ହୋଇ ଦୈନିକ ୫୦ ଲକ୍ଷ…
ସିବିଆଇ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ : ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି…
ଭୁବନେଶ୍ୱର : ସିବିଆଇ ଚିଟ୍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଚିଟ୍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ ସିବିଆଇର କୌଣସି ନିଘା ନାହିଁ । ଗତ ୩ବର୍ଷ ଧରି…
ସି.ବି.ଆଇ. ଏବେ ମଧ୍ୟ ସରକାରଙ୍କ ପଞ୍ଜୁରୀର ଶୁଆ: ଖାରବେଳ
ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ଗିରଫ କରିବା ସି.ବି.ଆଇର ନିଷ୍ଠାକୁ ପ୍ରମାଣିତ କରୁନାହିଁ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗତ ୨୦୧୪ରୁ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ତଦନ୍ତ…
ସ୍ୟାଟ ଗୁରୁତ୍ୱପୂର୍ଣ୍ଣ ରାୟ : ମୃତ କର୍ମଚାରୀଙ୍କ ପତି/ପତ୍ନୀ ଜୀବିତ ଥିଲେ ବି ପୁଅ/ଝିଅଙ୍କୁ ନିଯୁକ୍ତି ଦିଆଯାଇପାରିବ
ଭୁବନେଶ୍ୱରରୁ ମାନସୀ ମିଶ୍ର : ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୀବିତ ଥିଲେ ପିଲାମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୟାଟ୍ ତ୍ରୁଟିପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ ନାକଚ କରିଦେଇଛନ୍ତି ।
ଅନୁକମ୍ପାମୂଳକ ନିଯୁକ୍ତି ଆଇନର ଲକ୍ଷ୍ୟ ଓ…