ବିଜେଡିରେ ଯୋଗ ଦେବେ ନବ !!!!!!!!!

Jharsuguda/ Bhubaneswar  : କଂଗ୍ରେସ କାର୍ଯ୍ୟକାରି ସଭାପତି  ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ଏବେ ଜିଲ୍ଲାରେ ଜୋରଦାର ଚର୍ଚ୍ଚା |  ନିର୍ବାଚନର କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଗଲାପରି ସେ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି |…

ସରିଲା କାର୍ଯ୍ୟକାଳ, ବିଭିନ୍ନ ପୌର ସଂସ୍ଥାରେ ନିଯୁକ୍ତ ହେଲେ ପ୍ରଶାସକ 

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) : ସେପ୍ଟେମ୍ବର ୨୯ ତାରିଖରେ ୫ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଲେ ଏଠି ପାଇଁ ନିର୍ବାଚନ ହୋଇ ପରି ନଥିବା ଯୋଗୁ ବିଭିନ୍ନ  ମହାନଗର ନିଗମ, ମୁନିସିପାଲିଟି, ଆଉ ଏନଏସି ପାଇଁ ପ୍ରଶାସକ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ୧୯୫୦ ପୌର ଆଇନ ଧାରା…

ଭୋପାଳରୁ ଓଡିଶା ମୁହାଁ ସିବିଆଇ,ଟାର୍ଗେଟରେ କିଛି ରାଜନେତା ଓ ଅଫିସର

ଭୁବନେଶ୍ବର : କିଛି ଦିନ ନିରବ ରହିବା ପରେ ପୁଣି ନିଦରୁ ଉଠି ମାତିଛି ସିବିଆଇ | ଭୋଟ ପାଖେଇ ଆସିଥିବା ବେଳେ, ଏବେ ସିବିଆଇ ତାର ଫୁଲ ଦମ ଲଗାଇ କାମ ଦେଖାଇବାକୁ ଯାଉଛି | ଟାର୍ଗେଟ ଯଦିଓ ଓଡିଶା, ତଥାପି ନାଟକର ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଛି ଭୋପାଳରୁ | ଭୋପାଳରୁ  ନିରମଲ ଇନଫ୍ରା ହୋମ…

ଦିବାଲୋକରେ ଡକାୟତି l

କାଳିଆପାଣିରୁ ଦୟାନିଧି ମହାନ୍ତ : ଆଜି ଦିନ ସାଢେ ଏଗାରଟା ସମୟରେ ଯାଜପୁର ଏବଂ ଢେଙ୍କାନାଳ ସୀମାନ୍ତ ଗ୍ରାମ ଖରଖରି ଗାଁ ର ଶ୍ରୀ ମୁରଲୀ ମହାନ୍ତ ଏବଂ ଦୁର୍ୟୋଧନ ମହାନ୍ତ ଙ୍କ ଘରୁ ଡକାୟତି ହୋଇ ଯାଇଛି l ମୁରଲୀ ମହାନ୍ତ ଙ୍କ ଘରୁ ଗୋଟିଏ ସୁନା ହାର ଓ ଦଶହଜାର ଟଙ୍କା ନେଇ ଯାଇଥିବା ବେଳେ…

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ବଡ଼ବିଲ ପ୍ରେସ କ୍ଲବ  ପକ୍ଷରୁ ନିନ୍ଦା । 

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ବଡ଼ବିଲ(ଚିତ୍ତରଞ୍ଜନ କର) : ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣର ଘୋର ନିନ୍ଦା କରାଯିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ବିଲ ପ୍ରେସ କ୍ଲବ ତରଫରୁ ଦାବୀ…

କୃଷ୍ଣ ସାଗରିଆ ପିସିସି ସାଧାରଣ ସମ୍ପାଦକ ନିଯୁକ୍ତ, ବିଭୁ ତରାଇ ଏସସି  ସେଲ ଅଧ୍ୟକ୍ଷ

ଭୁବନେଶ୍ୱର : ଜଣାଶୁଣା ଟାଣୁଆ କଂଗ୍ରେସ ଯୁବନେତା ତଥା ପୂର୍ବତନ ଏସସି  ସେଲ ଅଧ୍ୟକ୍ଷ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ତାଙ୍କ ପଦବୀରେ ପୂର୍ବତନ ସଂସଦ ବିଭୁ ତରାଇଙ୍କୁ ରାଜ୍ୟ ଜନଜାତି କଂଗ୍ରେସ ସେଲ ଅଧ୍ୟକ୍ଷ ଭାବେ…

ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ 

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ  ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ  | ଅଖିଳ ଭାରତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆଦେଶ କ୍ରମେ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଆଜି ସୁମିତ୍ରା ଜେନାଙ୍କୁ ଏହି ପାଦରେ ଅବସ୍ଥାପିତ କରିଛନ୍ତି | ଜଣେ ଲୋକପ୍ରିୟ ଆମୟିକ ନେତ୍ରୀ…

ନବୀନ ପଟ୍ଟନାୟକ ଯେ ବିକଳ୍ପହୀନ ଏବଂ ତାଙ୍କର ସମକକ୍ଷ ନେତୃତ୍ୱ ଓଡ଼ିଶାରେ ନାହିଁ, ତାହା ବାରମ୍ବାର ସେ ପ୍ରମାଣିତ…

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକ ଆଦର୍ଶ ରାଜ୍ୟରେ ପରିଗଣିତ ହେବ ବିକାଶର ସମସ୍ତ ମାନଦଣ୍ଡରେ ଓଡ଼ିଶା ଆଜି କୃତିତ୍ୱ ହାସଲ କରିବା ସହିତ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବର୍ତ୍ତମାନ…

ହାଇକୋର୍ଟ ବେଞ୍ଚ ଦାବିକୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ ତୃତୀୟ  ଦିନରେ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ସ୍ଥାପନ କୁ ନେଇ ଓକିଲ ସଂଘ ମିଳିତ କ୍ରିୟାନୁଷ୍ଠାନ ପଖ୍ୟରୁ ଚାଲୁଥିବା ଅାନ୍ଦୋଳନ କୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ କରିଛି l ଓକିଲ ସଂଘ ଏବଂ ନାଗରିକ ମଞ୍ଚ ପଖ୍ୟରୁ ଆଜି ପିକେଟିଂ କରି କୋର୍ଟ କାର୍ଯ୍ୟ…

୨୬ ତମ ସିସିକ୍ୟୁସିରେ ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ 

ରାଉରକେଲା/ ସୁଶାନ୍ତ ବେହେରା : ଭାରତୀୟ ଗୁଣବତ୍ତା ମଣ୍ଡଳୀ ଫୋରମ, ରାଉରକେଲା ଶାଖା ଦ୍ଵାରା ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ରିମ୍ସ ଠାରେ ଆୟୋଜିତ ୨୬ ତମ ଚାପ୍ଟର କନଭେନ୍ସନ ଅନ କ୍ଵାଲିଟି କନସେପ୍ଟସରେ ରାଉରକେଲା ଇସ୍ପାତ କାରଖାନାର ୧୬ ଟି ଗୁଣବତ୍ତା ମଣ୍ଡଳୀ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି।…