Sign in
Sign in
Recover your password.
A password will be e-mailed to you.
ଲୋଇସିଂହା : ବିଜେଡି ଭିତରୁ ବିଦେଶୀ ହଟାଓ ଅଭିଯାନ , ଦଳୀୟ ଫାଟ ଜଳଜଳ
ବଲାଙ୍ଗୀର/ନିରୋଜ ମିଶ୍ର : ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିରେ ଫଟା ଜଳଜଳ | ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଅସନ୍ତୋଷ ପ୍ରବଳ | ତାଙ୍କୁ ବିଦେଶୀ ବୋଲି ଆଖ୍ୟା ଦେଇ ଲୋଇସିଂହା ବଞ୍ଚାଅ ଅଭିଯାନ ମୁଣ୍ଡ ଟେକିଛି | ଆଉ ଖିଡ ପୁଣି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ଆଗରେ…
କେନ୍ଦ୍ରମନ୍ତ୍ରୀ ମେଡିକାଲ ଆସିଲେ, ହେଲେ ମୁଖ୍ୟ ଫାଟକରୁ ଚାଲିଗଲେ
ଘୁ ଉଦୟଗିରି/ଗଗନ ପ୍ରଧାନ : ଘୁ ଉଦୟଗିରି ସିଏଚସି ଗେଟକୁ ଆସିଲେ କିନ୍ତୁ ମେଡିକାଲ ଭିତରକୁ ପ୍ରବେଶ କଲେନାହିଁ କି ମେଡ଼ିକାଲର ଦୁର୍ଦ୍ଦଶା କି ରୋଗୀଙ୍କ ଦୁଃଖ ବୁଝିବାକୁ ବା ରୋଗୀଙ୍କୁ ସାକ୍ଷାତ କଲେନାହିଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ | କେବଳ ସ୍ୱଚ୍ଛତା ଅଭିଯାନ ପାଇଁ ଡେମୋ…
ଅଶୋକଂକୁ ବାଧୁଛି କାହିଁକି, ସାମ୍ବାଦିକଙ୍କୁ ବିଜେପି ନେତାଙ୍କ ନାଲିଆଖି
ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଠାରେ ବିଜେପି ପକ୍ଷରୁ ସ୍ଵଛ ଭାରତ କାର୍ଯ୍ୟକ୍ରମ କରାଯାଇଛି .ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ .ମାନ୍ୟବର କେନ୍ଦ୍ରମନ୍ତ୍ରୀ କମୁନିଟି ହେଲଥ ସେଣ୍ଟର ମେନ ଗେଟ ଠାରେ ସ୍ଵଛ…
କଂଗ୍ରେସ ଛାଡିବେ କୃଷ୍ଣଚନ୍ଦ୍ର,ଖୁବ ଶୀଘ୍ର କରିବେ ଘୋଷଣା !!!!
କୋରାପୁଟ/ ଭୁବନେଶ୍ୱର : କଂଗ୍ରେସ ଦଳିତ ସେଲର ବିଦାୟୀ ଅଧ୍ୟକ୍ଷ ତଥା ବର୍ତ୍ତମାନ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ଟାଣୁଆ କଂଗ୍ରେସ ଦଳିତ ନେତା ତଥା କୁନ୍ଦୁଲି ଗଣବଳାକ୍ରାର ଘଟଣାକୁ ତୀବ୍ର ଆନ୍ଦୋଳନର ରୂପ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ନେଇଥିବା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ…
ଛେଳିଗଡ଼ ଗ୍ରାମରେ ଅଭାବନୀୟ ଘଟଣା : ଦାଣ୍ଡ କୂଅରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା –…
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର . ଉଦୟଗିରି ବ୍ଳକ ଛେଳିଗଡ଼ ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ପ୍ରମୋଦ ଆଚାରୀଙ୍କ ଦୁଇ ଝିଅ ସ୍ୱପ୍ନା ଓ କିରନଙ୍କ ମୃତ ଦେହ ତାଙ୍କ ଘର ପାଶ୍ୱର୍ରେ ଥିବା କୂଅରେ ଭାସୁଥିବା ଏବଂ ପରେ ପୋଲିସ ମୃତ…
କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ
କୁଚିଣ୍ଡା/ ଶାନ୍ତନୁ ବେହେରା ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ।
ନିଖୋଜ ଛାତ୍ରକୁ ନେଇ ଚାଲିଥିବା ୩ଦିନର ଉତେଜନା ସମାପ୍ତ/ବରଗଡରୁ ମଳିଳା ନିଖୋଜ ଛାତ୍ର
ପଦ୍ମପୁର,(ନୀଳ ଦୀପ) - ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ତିନି ଦିନ ଧରି ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି…
ପଦ୍ମପୁର ଅଂଚଳର କପସିରଫ ମୁଖ୍ୟ ବ୍ୟବସାୟୀ ଗିରଫ/ ବୁଡେନ ପୋଲିସର ଏକ ସଫଳତା
ପଦ୍ମପୁର / ନୀଳ ଦୀପ - ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡେନ ଥାନାଠାରେ ପୋଲିସ ପଦ୍ମପୁର ଅଂଚଳର ମୁଖ୍ୟ ନିସା ବ୍ୟବସାୟୀ ତଥା ଦୁର୍ଦାନ୍ତ ଅପରାଧି ଲକ୍ଷ୍ମୀ ନାରାୟଣ ଅଗ୍ରୱାଲକୁ ଧରିବାରେ ସଫଳ ହୋଇଛି । ଏ ସଂକ୍ରାନ୍ତରେ ପଦ୍ମପୁର ଏସଡିପିଓ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ…
ପଦ୍ମପୁରରେ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦସ୍ତଖତ ଅଭିଯାନ
ପଦ୍ମପୁର,(ନୀଳ ଦୀପ )- ବରଗଡ ଜିଲ୍ଲା ପଦ୍ମପୁର ଠାରେ ଏକ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ଦାବୀରେ ଯୁବ ସଙ୍ଗଠନ ବୋଡାସମ୍ବର ୟୁବାସେନା ଆନୁକୁଲ୍ୟରେ ଶନିବାର ଦିନ ସ୍ଥାନୀୟ ଥାନାଛକଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରରୁ ଜିଲ୍ଲାର ସଦର ମହକୁମା ବରଗଡକୁ ଯିବା ପାଇଁ ୮୦…
ୱାର୍ଡ କମିଟି ସହିତ ୱାର୍ଡକୁ ଜନସଂପର୍କ ପଦଯାତ୍ରା , ଘରେ ଘରେ ପହଞ୍ଚାଇବେ ନବୀନଙ୍କ ବାର୍ତ୍ତା
ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା
ଭୁବନେଶ୍ୱର,: ଚଳିତ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…