Sign in
Sign in
Recover your password.
A password will be e-mailed to you.
ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନ ଉପରେ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର/ନୀଳ ଦୀପ -ଗୁରୁବାର ଦିନ ସ୍ଥାନୀୟ ଅଞ୍ଚଳର ମହାବିଦ୍ୟାଳୟ ପଦ୍ମପୁର ଠାରେ ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନ ଉପରେ ଏକ ସଚେତନତା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିଚ ର ପ୍ରତିନିଧି ଶ୍ରୀଯୁକ୍ତ ବିଜୟ କୁମାର…
ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ
"ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ନୂଆ କରି ଚିନ୍ତା କରିବାର ସମୟ ଆସିଛି"
କଟକ - ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ…
ପ୍ରତିଶୃୁତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ପୁସ୍ତକ ଉନ୍ମୋଚନ
ବାରିପଦା(ଦିଲ୍ଲୀପ ମହାନ୍ତି) ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶୃତି ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୂବନେଶ୍ୱରସ୍ଥ ଓଡିଶା ରାଜ୍ୟ ଅଭିଲେଖାଗାର ସମ୍ମୀଳନୀ କକ୍ଷରେ ପ୍ରତିଶୃୁତିର ପ୍ରତିଷ୍ଠାତା ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡାଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ…
ଅଚିହ୍ନା ଯୁବକର ଶବ ଉଦ୍ଧାର : ହତ୍ୟା ସନ୍ଦେହ
ବାରିପଦା /ଦିଲ୍ଲୀପ ମହାନ୍ତି ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗ୍ରାମର ଏକ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଆସି ଶବକୁ ଜବତ କରିବାସହ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ…
“ବରିଷ୍ଠ ନାଗରିକ ମାନେ ଅଲୋଡା କି ଘୃଣ୍ୟ ନୁହଁନ୍ତି ସେମାନେ ସମାଜର ଅମୁଲ୍ୟ ସଂପଦ”
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସଚେତନତା ସଭା, ଚକ୍ଷୁଚିକିତ୍ସା, ମଧୁମେହ ଓ ରକ୍ତଚାପ ପରୀକ୍ଷା ଓ ସମ୍ମାନୀତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆମúନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା…
ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଖୋଲା ଶୌଚମୁକ୍ତ ୱାର୍ଡ ଘୋଷଣା : ସଚେତନତା ସଭା ଶପଥ ପାଠ ଓ ପଦଯାତ୍ରା ।
Paralakhemundi/Balakrishna Panigrahi : ସ୍ୱଚ୍ଛ ଭାରତ ମିଶନରେ ପାରଳାଖେମୁଣ୍ଡି ପୌରସଂସ୍ଥା ଅଧିନରେ ଥିବା ୧୬ଗୋଟି ଵାର୍ଡ ମଧ୍ୟରୁ ୬ଗୋଟି ଵାର୍ଡ ସମେତ ତିନୋଟି ଵାର୍ଡ ୩,୬ ଓ ୭ ନମ୍ୱର ଵାର୍ଡକୁ ପୌରସଂସ୍ଥା ପକ୍ଷରୁ ଆନୁଷ୍ଠାନିକ ଭାବେ ସଂପୁର୍ଣ୍ଣ ଖୋଲା ଶୌଚମୁକ୍ତ ଵାର୍ଡ ଭାବେ…
ଜୀବନକୁ ବାଜି ଲଗାଇ ମାଫିଆଙ୍କ ଟ୍ରାକ୍ଟର ଆଗରେ ଠିଆ ହୋଇ ଗଲେ ଗାଁର ମହିଳା
ଯେଉଁଠି ପ୍ରଶାସନର ନଜର ନାହିଁ, କାମ କରି ଦେଖାଇଲେ ଗାଁ ଲୋକ
ପ୍ରଶାସନ ଏମିତି କଲେ ସରକାରଙ୍କ ଉପରେ ଲୋକଙ୍କ ଭରସା ରହିବ ଟି !!!!
ପଦ୍ମପୁର/ନୀଳ ଦୀପ : ଅଙ୍ଗ ନଦିରୁ ରାତିରେ ଛତିଶଗଡକୁ ବାଲି ଚୋରି ହେଉଥୀବା ସମୟରେ ଗ୍ରାମବାସୀ ୧୨ ଗୋଟି ଟାକ୍ଟରକୁ ଧରିବାରେ ସଫଲ ହୋଇଛନ୍ତି । ବରଗଡ…
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା ସ୍ଥାପନ କରାଯିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ…
ପଦ୍ମପୁର/ନୀଳ ଦୀପ -ପଦ୍ମପୁର ସହରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା ସ୍ଥାପନ କରାଯିବା ଦାବୀ ନେଇ ଜନସାଧାରଣଙ୍କ ଦସ୍ତଖତ ସମ୍ମଳିତ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାରଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି ।ଆଜି ଏକ ପ୍ରତିନିଧି ଦଳ…
ନବୀନଙ୍କ ଫମ୍ପା ମାଠିଆକୁ ଧର୍ମେନ୍ଦ୍ର କହିଲେ ବିଜେଡି ଭଙ୍ଗା ମାଠିଆ
ନବୀନ ବାବୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରି, ବର୍ତମାନର ୧ ଟଙ୍କିଆ ଚାଉଳ ମୋଦିଙ୍କର ଥିଲା ବୋଲି ସ୍ୱୀକାର କରିଛନ୍ତି ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ମାତ୍ର ନବୀନଙ୍କ ନିଜସ୍ୱ ଯୋଜନାରେ ମାତ୍ର ୨୫ ଲକ୍ଷ ମଲାବେଳେ ହନୁ ସତ କହିବା ଭଳି, ନାଟକର ଶେଷ…