Sign in
Sign in
Recover your password.
A password will be e-mailed to you.
ପଥଚାରୀମାନଙ୍କ ତୃଷା ମେଣ୍ଟାଇବା ନିମନ୍ତେ ହାଇଜେନିକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଜନସାଧାରଣ ଆସିଥାନ୍ତି । ଏମାନଙ୍କର ତୃଷା ମେଣ୍ଟାଇବାର ମହତ୍ ଉଦେ୍ଧଶ୍ୟ ନେଇ ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ଆଗେଇ ଆସି…
ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ : 12 ଗୋଟି ଅଭିଯୋଗର ଶୁଣାଣୀ
PAIKAMAL /ଗୌରାଙ୍ଗ ଚରଣ ଦାଶ :- ଆଜି ପଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଜନଶୁଣାଣୀ କାର୍ଯକ୍ରମ କରାଯାଇଥିଲା । ଉକ୍ତ କାର୍ଯକ୍ରମ ରେ ବ୍ଲକର ବିଭିନ୍ନ ସ୍ଥାନରୁ ସମୁଦାୟ 12 ଗୋଟି ଅଭିଯୋଗ ଆସିଥିଲା। ଏଥି ମଧ୍ୟରୁ 7 ଗୋଟି ବ୍ୟକ୍ତିଗତ ଓ 5ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଉକ୍ତ…
ନିଜ ନିର୍ବାଚନମଣ୍ଡଳୀରେ ବଢୁଛି ମନ୍ତ୍ରୀ ରମେଶ ମାଝୀଙ୍କ ପତିଆରା
ବିଜେଡିରେ ଯୋଗଦେଲେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଏବଂ ସମର୍ଥକ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମନ୍ତ୍ରୀ ଶ୍ରୀ ରମେଶ ମାଝୀଙ୍କ ନେତୃତ୍ୱରେ…
ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଐତିହାସିକ ମାଇଲ୍ଖୁଣ୍ଟି
ବିରୋଧୀ ଦଳଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ଭୁବନେଶ୍ୱର: ୧୮ବର୍ଷର ସୁଶାସନ ଓଡ଼ିଶାକୁ ଯୋଗାଉଥିବା ବିଜୁ ଜନତା ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ବିକାଶ କ୍ଷେତ୍ରରେ ଯେଉଁ…
କେତକୀଙ୍କ ଚଟକଣୀର ବଦଲା ନେଉଛନ୍ତି କି ପୁରୁଷୋତ୍ତମ !!!
( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ):କଂଗ୍ରେସ ପକ୍ଷରୁ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ବିଧାନସଭା ର ପ୍ରାର୍ଥୀ ନିମନ୍ତେ ଚୟନ କମିଟି ସ୍ଥିର କରିଥିବା ବେଳେ ଏହାକୁ ନେଇ ସାଧାରଣ ରେ ବହୁତ କଳ୍ପନା ଜଳ୍ପନା ଚାଲିଛି । କିଛି ଦିନ ତଳେ କରାଯାଇଥିବା ଏକ ଭୋଟିଂ ପୋଲ୍ ଜରିଆରେ ପୁରୁଷୋତ୍ତମ ଗମାଙ୍ଗ…
ସମ୍ ହସ୍ପିଟାଲରେ କମ୍ ଖର୍ଚ୍ଚରେ ପୋଏମ୍ ପଦ୍ଧତିରେ ଚିକିତ୍ସା
ଭୁବନେଶ୍ୱର, : ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ “ପର୍ ଓରାଲ୍ ଏଣ୍ଡୋସ୍କୋପିକ୍ ମାୟୋଟୋମି” (ପୋଏମ୍) ପଦ୍ଧତିରେ ଚିକିତ୍ସା କରି ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ନୂଆଫର୍ଦ୍ଧ ଯୋଡିଛନ୍ତି । ଖୁବ୍ କମ୍ ଖର୍ଚ୍ଚରେ ନୂଆ ପ୍ରକ୍ରିୟାରେ ଆକାଲାସିଆ…
ରାଜେନ୍ଦ୍ର କଲେଜରେ ଛାତ୍ର ଅଶାନ୍ତି
ବଲାଙ୍ଗୀର(Niroj Mishra): ରାଜ୍ୟବ୍ୟାପୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ସେଥିରୁ ବାଦ ପଡିନି | କଲେଜରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ…
ପ୍ରେସ ୟୁନିୟନ ରାୟଗଡ ଫେରାଇଲା ସହାୟତା ରାଶି
ରାୟଗଡରୁ ସରୋଜ କୁମାର ସାହୁ: ସ୍ବର୍ଗତ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ଦିଆଯାଇଥିବା ସହାୟତା ରାଶି ଏକ ବିବାଦିୟ ଘଟଣାକ୍ରମରେ ପ୍ରେସ ୟୁନିୟନ ରାୟଗଡ ତାହା ପ୍ରଶାସନ ନିକଟରେ ଫେରାଇ ଦେଇଥିବା ବେଳେ ବର୍ତ୍ତମାନ ସାମ୍ବାଦିକ ଓ ବୁଦ୍ଧିଜୀବି ମହଲରେ…
ବିଜେଡିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ପୂର୍ବତନ ବିଧାୟକ…
ମନ୍ତ୍ରୀ ଉଷାଦେବୀଙ୍କ ୨ଦିନିଆ ଗଜପତି ଜିଲ୍ଲା ଗସ୍ତ : ବିଭିନ୍ନ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାର ରେସନ କାର୍ଡ ବଣ୍ଟନ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଯୋଜନା ଓ ସମନ୍ୱୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷାଦେବୀ ଦୁଇଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ବ୍ଲକ ସଦର ମହକୁମା ଯାଇ ସେଠାରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ…