ଦିଲ୍ଲୀପ ସାହୁ ଭଦ୍ରକ ଟାଉନ ଥାନାର ନୂତନ ଥାନାଧିକାରୀ

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଟାଉନ ଥାନାର ନୂତନ ଥାନାଧିକାରୀ ଭାବେ inspector ଦିଲ୍ଲୀପ ସାହୁଙ୍କୁ ମିଳିଛି ନିଯୁକ୍ତି । ସେ ଏଠାରେ IIC ମନୋଜ ରାଉତଙ୍କ ଠାରୁ କାର୍ଯ୍ୟଭାର ନେଇ ଥାନା ଦାୟିତ୍ବ ସମ୍ଭାଳିବେ । ଶ୍ରୀ ସାହୁ ପୂର୍ବରୁ ଟାଉନ ଥାନାରେ ଦାୟିତ୍ବ ନେଇ ନିଜର କାର୍ଯ୍ୟ…

ଏଣିକି ସ୍ପିଡ୍ ପୋଷ୍ଟରେ ମିଳିବ ଜମିପଟ୍ଟା

  ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ସହିତ ହିତାଧିକାରୀଙ୍କୁ ସିଧାସଳଖ ବିଭିନ୍ନ ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ଏଣିକି ଆର୍ଓଆର୍(ଜମି ପଟ୍ଟା) ଡାକ ଦ୍ୱାରା ପଠାଯିବା ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବକୁ…

 ଯୁକ୍ତ-୨ ବିଜ୍ଞାନକୁ ଉନ୍ନୀତ ହେଲା ଏସ୍.ଟି.ଏସ୍.ସି ବିଭାଗର ୪ଟି ହାଇସ୍କୁଲ :ଚଳିତ ବର୍ଷଠାରୁ ହେବ ନାମଲେଖା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆଉ ୪ଗୋଟି ହାଇସ୍କୁଲକୁ ଯୁକ୍ତ-୨ ବିଜ୍ଞାନ ଶ୍ରେଣୀକୁ ଉନ୍ନୀତ କରାଯାଇଛି | କୋରାପୁଟ ଜିଲ୍ଲାର ବାମୁଣିପୁଟ ଓ ଥୁରିଆ, ନବରଙ୍ଗପୁର ଜିଲ୍ଲାର କରଚାମାଳ ଓ ବେଲଗାଁରେ ଥିବା ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ…

 ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦିବସ ପାଳନ କାର୍ଯ୍ୟକ୍ରମରେ କେଁ : ଆନ୍ଦୋଳନକାରୀ ୧୦ ଛାତ୍ର ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ତଖତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକବିଂଶତମ ପ୍ରତିଷ୍ଠା ଦିବସ ଶେଷରେ ବାତିଲ ହୋଇଛି । ବିଶ୍ୱବିଦ୍ୟାଳୟର ସମସ୍ୟା ପୂରଣ ଦାବିରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଚେତାବନୀକୁ ଅଣଦେଖା  କରି କୁଳପତି…

 ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

  ଯାଜପୁରରୋଡ୍(ବିଶ୍ୱଜିତ ମାଝି) : ବ୍ୟାସନଗରସ୍ଥିତ ଗୋପବନ୍ଧୁ ଛକଠାରେ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶପ୍ରତି ତାଙ୍କର ସେବା ଓ ତ୍ୟାଗକୁ ସ୍ମରଣ କରି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

        ପୂର୍ବ ଶତୃତା କୁ ନେଇ ଗଣ୍ଡୋଗୋଳ ,୧ଗିରଫ

କଳିଙ୍ଗନଗର -  ଦାନଗଦି ଫାଣ୍ଡି ଅର୍ନ୍ତଗତ କନଟିପୁର ଗ୍ରାମର ସିଦ୍ଧାର୍ଥ ଜେନା ଙ୍କ ସହିତ ଓଲଳ ଗ୍ରାମର ରୋହିତ ପେରେଇଙ୍କ ଗଣ୍ଡଗୋଳ  ହୋଇଥିଲା  । ସିଦ୍ଧାର୍ଥ ଦାନଗଦି ଫାଣ୍ଡିରେ ଏହି ଗଣ୍ଡୋଗଳକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ  । ସିଦ୍ଧାର୍ଥ ଓଲଳ ଗ୍ରାମକୁ କୁକୁଡା କିଣିବା କୁ ଯାଇଥିବା…

କଂଗ୍ରେସ ଛାଡିଥିବା ଦୁଷ୍ମନ୍ତ ବିଜେଡିରେ ମିଶିଲେ 

୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ ସରପଞ୍ଚ, ଦୁଇଜଣ ପୂର୍ବତନ ସମିତି ସଭ୍ୟ ବି ଯୋଗ ଦେଲେ  ଭୁବନେଶ୍ୱର:  ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭବାନୀପାଟଣା ଅଧ୍ୟକ୍ଷା ସୁକାନ୍ତି ବେହେରାଙ୍କ ସହ ୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ…

ଭଦ୍ରକ ପୁରୁଣା ଵଜାର ଥାନାରେ ନୂଆ ଥାନାଧିକାରୀ ପ୍ରଜ୍ଞା  ମହାନ୍ତି  

ଭଦ୍ରକ: (ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ପୁରୁଣା ଵଜାର ଥାନାର IIC ଅଵସର ନେବା ପରେ ଦିର୍ଘ ଦିନ ଧରି ଖାଲି ଥିବା ଏହି ପଦଵୀ ପୁରଣ ହୋଇଛି। ବାଲେଶ୍ଵର ଜିଲ୍ଲାରେ ଚହଳ ପକାଇ ନିଶାଖୋର ଓ ଵଦମାସଙ୍କ ନିଦ ହଯାଇ ଦେଇଥିଵା ମହିଳା ଇନିସପେକ୍ଟର ପ୍ରଜ୍ଞା  ମହାନ୍ତି  ଆଜି ଯୋଗ ଦେଇ ନିଜର…