“ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ : ବିଚିତ୍ର ଜନତା ଦଳର ବିକୃତ ଶାସନ : ବିଜେପି

ଭୁବନେଶ୍ୱର : ସଂଘୀୟ ଗଣତନ୍ତ୍ର  କଥା କହୁଥିବା ମୁଖ୍ୟମନ୍ତ୍ରୀ ପଂଚାୟତଗୁଡିକରେ  ସମ୍ବିଧାନର ନିୟମକୁ ନିଜେ ପାଳନ କରୁନାହାଁନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତ୍ୟକ ପଂଚାୟତର ସ୍ୱାଧୀନତା ରହିଛି । ଗ୍ରାମ ପଂଚାୟତର ଜନପ୍ରତିନିଧୀମାନେ  ସ୍ୱତନ୍ତ୍ରଭାବେ କାର୍ଯ୍ୟ କରିବା ଆବଶ୍ୟକ…

ରାଉରକେଲା ଇସ୍ପାତ କାରଖାନାରେ ନୂତନ ରେଡ କାର୍ଡ ସାମଗ୍ରୀ ବ୍ୟବସ୍ଥା ଉଦ୍‍ଘାଟିତ

ରାଉରକେଲା/ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ସିଏଣ୍ଡଆଇଟି ବିଭାଗର ଅନନ୍ୟ ପ୍ରୟାସର ସ୍ୱୀକୃତି ସ୍ୱରୂପ,ଆର୍‍ଏସ୍‍ପି ଗେଟ୍‍ରେ ସାମଗ୍ରୀ ଗୁଡିକର ସିଆଇଏସ୍‍ଏଫ୍‍ ଟ୍ରାକିଂ ନିମନ୍ତେ ଏକ ନୂତନ ରେଡ କାର୍ଡ ବ୍ୟବସ୍ଥା ବିକଶିତ ହୋଇଛି ।କାରଖାନା ଭିତରକୁ ଏବଂ ବାହାରକୁ ସାମଗ୍ରୀ…

ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଆଖିଦୃଶିଆ ସଂଚୟ ହାସଲ

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁଁ ମାତ୍ର ୨୮ ଦିନର ସ୍ୱଳ୍ପ ସମୟ ମଧ୍ୟରେ ସଂପୂର୍ଣ୍ଣ ରୂପେ ଖରାପ ହୋଇ ପଡିଥିବା ୧୪୨୫ ନମ୍ୱର ଲୋକୋକୁ ସଫଳତାର ସହ ପୁନଃଉଦ୍ଧାର କରି…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

  ଭଦ୍ରକ( ସତ୍ୟଭୁଷଣ ସ୍ୱାମୀ)  :ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ପବିତ୍ର ୯୦ତମ ଶ୍ରାଦ୍ଧ ଦିବସରେ ସ୍ୱର୍ଗତ ଆତ୍ମାକୁ ଭଦ୍ରକର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭଦ୍ରକର ଅଗ୍ରଣୀ ସଂଗଠନ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଭଦ୍ରକ ପୁସ୍ତକ ମେଳା କମିଟି,…

ନିର୍ଯାତନା ମାମଲାରେ କୋର୍ଟ ଅ|ସୁଥିବା ମହିଳାଙ୍କୁ ସୁରକ୍ଷା ଦାବି

ବାଲେଶ୍ୱର(ଉଜ୍ଜ୍ୱଳ କର ) : ସାମ୍ପ୍ରତିକ ସମାଜରେ ବୃଦ୍ଧି ପାଉଥିବା ପାରିବାରିକ ହିଂସା ଯୋଗୁଁ ମହିଳାମାନେ ଅଦାଲତରେ ଆଶ୍ରୟ ନେଉଥିଲେ ବି କୋର୍ଟକୁ ଆସିବା ବେଳେ ମଧ୍ୟ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ମାମଲା ବିଚାରାଧୀନ ଥିବା ବେଳେ ପ୍ରତି ତାରିଖରେ କୋର୍ଟକୁ ଆସୁଥିବା ମହିଳାଙ୍କୁ…

ବାଲେଶ୍ୱରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱର(ଉଜ୍ଜ୍ୱଳ କର): ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା  ପୂଣ୍ୟାତ୍ମା  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ବାଲେଶ୍ୱରରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଥିବା ଉତ୍କଳମଣିଙ୍କ…

 ଜଣେ ସାଲିସ ବିହୀନ  ବ୍ୟକ୍ତିତ୍ୱ  ଥିଲେ ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟ

ବାଲେଶ୍ୱର(ଉଜ୍ଜ୍ୱଳ କର) : ମିହିର ଆଚାର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପରିସରସ୍ଥିତ ସାମ୍ବାଦିକ ପ୍ରକୋଷ୍ଠରେ …

ଉତ୍କର୍ଷ  ବେଶ ଲାଇନ ଟେଷ୍ଟ ପରୀକ୍ଷା ସମାପ୍ତ 

  ୨୦୦ଟି ସରକାରୀ ସ୍କୁଲର ନବମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଗଣିତ, ଓଡିଆ, ବିଜ୍ଞାନ ଓ ଇଂରାଜୀ ବେସଲାଇନ୍ ଟେଷ୍ଟ ବଲାଙ୍ଗିର.Nirij Mishra  :  ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡିଶା ମାଧ୍ୟମିକ ଶିକ୍ଷା ମିଶନ ଓ କୁସୁମା ଫାଉଣ୍ଡେସନର ମିଳିତ…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ନବ ଯୌବନ ବେଶ ଦର୍ଶନରେ ଉନ୍ମାଦିତ ଭକ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )-ସମଗ୍ର ସୃଷ୍ଟିର ଆଧାର ଜଗତକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମହାପ୍ରଭୂ ଶ୍ରୀଜଗନ୍ନାଥ ଦାରୁ ବ୍ରହ୍ମ ରୂପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରତ୍ୟେକ ଦିନ କିଛି ସମୟ ନିମନ୍ତେ ନିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମାନବ ଗହଣରେ ବିଜେ…

ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି  )ପାଣ୍ଠିରୁ ୮ଟି ନୂଆ ପ୍ରକଳ୍ପ ଅନୁମୋଦିତ ।

ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗୃହ ନିର୍ମାଣ ପ୍ରକଳ୍ପ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଖଣି ଅଞ୍ଚଳରେ ପ୍ରଦୂଷଣ  ସ୍ତର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ । ଭୁବନେଶ୍ୱର : ଓମ୍ବାଡସି ପାଣ୍ଠିରୁ ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କ ପାଇଁ ପ୍ରାୟ ୨୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ…