Sign in
Sign in
Recover your password.
A password will be e-mailed to you.
ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ “ବନ୍ଧନ- ୨୫” ଅନୁଷ୍ଠିତ
https://youtu.be/9tRRlmRs1Xk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ ସମ୍ପନ୍ନ ସହର ପାରଳାଖେମୁଣ୍ଡି ସ୍ଥିତ ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ "ବନ୍ଧନ- ୨୫" ଆଜି (ଶନିବାର) ରାଜ ପ୍ରସାଦ ସାମ୍ନା ଅର୍ବ|ନ ବ୍ୟାଙ୍କ ଉଦ୍ୟାନ ରେ ଅତି ସୁଚାରୁ ରୂପେ…
କୋଲ୍ଡ ଷ୍ଟୋରେଜ କନକ୍ଲେଭ ଓ ବାୟର-ସେଲର ମିଟ ୨୦୨୫ରେ ଶୀତଳ ଭଣ୍ଡାର ବିକାଶ ପାଇଁ ଓଡ଼ିଶାର ନୂଆ ଦୃଷ୍ଟିକୋଣ ଉନ୍ମୋଚିତ
• ସ୍ଥାୟୀ ଶୀତଳ ଭଣ୍ଡାର ଅଭିବୃଦ୍ଧି ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରୁଛି: ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା• ବଜାର-ନେତୃତ୍ୱାଧୀନ କୃଷି ଏବଂ ଘରୋଇ ଅଂଶଗ୍ରହଣ ହେଉଛି ଆଗକୁ ବଢ଼ିବାର ପଥ: ଡକ୍ଟର ଅରବିନ୍ଦ କୁମାର ପାଢୀ• ଓଡ଼ିଶା ପାଇଁ ଏକ ସମୃଦ୍ଧ ଶୀତଳ ଭଣ୍ଡାର…
ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଗ୍ରାଣ୍ଡ ଫିନାଲେ-୨୦୨୫, ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ…
-ୟାଟ୍ସ ଗ୍ରାଣ୍ଡ୍ ଫିନାଲେ ୨୦୨୫ରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ
- ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ
- ୧୯ତମ ସଂସ୍କରଣରେ ରାଜ୍ୟର ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର, ୧୩…
ଭୈରୋପୁରରେ ପ୍ରଧାନ ଶିକ୍ଷକ ସମ୍ମିଳନୀ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭୈରୋପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି।ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ପ୍ରଧାନଶିକ୍ଷକ ଜଗଦୀଶ…
ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ସ୍ତରୀୟ ଲୋକ ଅଦାଲତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ଉପଖଣ୍ଡ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ପୂର୍ବରୁ ବିଦ୍ୟୁତ୍ ଚୋରି କରିବା କାରଣରୁ ଜୋରିମାନା ପଡ଼ିଥିବା ବିଦ୍ୟୁତ୍ ଗ୍ରାହକ ମାନଙ୍କ ନିମନ୍ତେ ଏହି…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବେଲଗୁଣ୍ଠା ଠାରେ ରେ ୨ୟ ପର୍ଯ୍ୟାୟ *ସପ୍ତଶକ୍ତି ସଙ୍ଗମ*କାର୍ଯ୍ୟକ୍ରମ ଅନୁଷ୍ଠିତ..
ବେଲଗୁଣ୍ଠା-.(ଶିବରାମ ଚୌଧୁରୀ )- ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ଠାରେ ଦ୍ୱିତୀୟ ପର୍ଯ୍ୟାୟ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ପଣ୍ଡା ମୁଖ୍ୟଅତିଥି ,ଅଧ୍ୟାପିକା…
କେନ୍ଦୁଝରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।
କେନ୍ଦୁଝର,ତା୧୩/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ଜିଲ୍ଲା କୋର୍ଟ, ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଜଜ ଏବଂ ବଡ଼ବିଲ, ହାଟଡିହି, ତେଲକୋଇ ଓ ଘଟଗାଁର ପ୍ରଥମ ଶ୍ରେଣୀ ବିଚର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…
ପୋଲିସକୁ ଲୁଟେରାଙ୍କ ଚାଲେଞ୍ଜ : ପୋଲିସ ଡାଳେ ଡାଳେ , ଚୋରା ପତରେ ପତରେ
ଲୁଟେରାମାନେ ବେଲଗୁଣ୍ଠା ପୋଲିସ୍ ର ନିଦ ହଜାଇ ଦେଇଛନ୍ତି ମାଆ ବାର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରରୁ ଚୋରି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମନ୍ଦିର ଲୁଟେରାମାନେ ବେଲଗୁଣ୍ଠା ପୋଲିସ୍ ର ନିଦ ହଜାଇ ଦେଇଛନ୍ତି I ଲଗାତାର ଦ୍ୱିତୀୟ ଦିନ ପାଇଁ ମନ୍ଦିର ଲୁଟେରା ବେଲଗୁଣ୍ଠା ପୋଲିସ୍…
ଗୁଣୁପୁର ବ୍ଲକ ରେ (ଅଦ୍ଵିକା) ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ତା:୧୩-୧୨-୨୦୨୫ରିଖ ଦିନ ଗୁଣୁପୁର ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବ୍ଲକ ସଦ ଭାବନା ଗୃହ ରେ କେନ୍ଦ୍ର ସରକାର ଙ୍କ ବେଟି ବଚାଓ ବେଟି ପଢ଼ାଓ (ଅଦ୍ଵିକା ) ଏବଂ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି…
ନବରଙ୍ଗପୁର ଠାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫
ନବରଙ୍ଗପୁର ତା ୧୩ /୧୨/୨୦୨୫: ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠୀତ…