Sign in
Sign in
Recover your password.
A password will be e-mailed to you.
କନଫିଡେଣ୍ଟ ତିରୁପତି ଦାଖଲ କଲେ ନାମାଙ୍କନ ପତ୍ର
ନାମାଙ୍କନପତ୍ର ଦାଖଲର ୪ର୍ଥ ଦିନରେ ଆଜି ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ୩ଜଣ ପ୍ରାର୍ଥୀପତ୍ର ଦାଖଲ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଦୁଇଗୋଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନ ସୁଦ୍ଧା…
ଲୋକପ୍ରିୟତା ଆଣିପାରେ ହ୍ୟାଟ୍ରିକ ସଫଳତା
ମାଆଙ୍କ ଆଶିଷ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ସୁଶାନ୍ତ
ବରଗଡ :- ଅନ୍ୟ ଦଳ ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିନଥିବା ବେଳେ ଆଜି ମା ଦୁର୍ଗାଙ୍କ ଆଶିଷ ନେଇ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ | …
ବନ ବିଭାଗ ପକ୍ଷରୁ ବିଶ୍ୱ ବନଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଓ ପରିବେଷ ବିଭାଗ ଆନୁକୁଲ୍ୟରେ ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ…
ହୋଲିରେ ଛୁଟିଲା ହସର ଫୁଆରା
ହୋଲି ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ହାସ୍ୟ କବି ସମ୍ମିଳନୀ
ବଲାଙ୍ଗିର:(ନିରୋଜ ମିଶ୍ର ) ହସ ଆଜିର ଯୁଗର ଶ୍ରେଷ୍ଠ ମହୋଷଧି । ସବୁମିଳୁଛି ମଣିଷକୁ ହେଳେ ମନଖୋଲି ହସିବାର ଭୁଲି ଯାଇଛି ମଣିଷ । ଆଧୁନିକ ଯୁଗର ବ୍ୟସ୍ତ ବହୁଳ ଜୀବନରେ ଏତେ ·ପଗ୍ରସ୍ତ ହେଉଛି ଯେ ଜୀବନକୁ…
ଦାମଙ୍କ ହାତ ଛାଡି ଆରପାରିକୁ ଚାଲିଗଲେ ସ୍ନେହଲତା
ସମବେଦନା ଜଣାଇବାକୁ ଦାମଙ୍କ ଘରେ ପହଁଚିଲେ ନବୀନ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଡ଼ ଦାମୋଦର ରାଉତଙ୍କ ଧର୍ମପତ୍ନୀ ତଥା ଜଣେ ଆଦର୍ଶ, ଛାତ୍ରାବତ୍ସଲା ଶିକ୍ଷୟିତ୍ରୀ ଭାବେ ଜଣାଶୁଣା ଶ୍ରୀମତୀ ସ୍ନେହଲତା ମହାପାତ୍ରଙ୍କ ଆଜି ସକାଳ ପ୍ରାୟ ୬.୪୫ ମିନିଟରେ ଦେହାନ୍ତ ହୋଇଯାଇଛି ।…
ଭୋଟ ଦେବାରୁ ବଂଚିତ ହେବେ ହଜାର ହଜାର ଦାଦନ
ସିନାପାଲି/ନିରାକାର ମେହେର : ସିନାପାଲି ଆଗାମୀ ସାଧାରଣ ନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ଏଠିକାର ହଜାର ହଜାର ଶ୍ରମିକ ରାଜ୍ୟ ବାହାର ଦାଦନ ଖଟୁଛନ୍ତି !ସେମାନେ ତାଙ୍କ ମୌଳିକ ଅଧିକାର ଭୋଟ ଦାନ ରୁ ବଂଚିତ ହେଉଛନ୍ତି !ଏକ ବେସରକାରୀ ରିପୋର୍ଟ ରୁ ଜଣ…
ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ବହୁ ଚର୍ଚ୍ଚିତ ଭଟଲି ନିର୍ବାଚନ ମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କଲେ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ଅଞ୍ଚଳର ପ୍ରିୟ ଯୁବନେତା ଶ୍ରୀ ସୁଶାନ୍ତ ସିଂହ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପୀର।ମ ମାଝି ଙ୍କର ନିକଟରେ ଦାଖଲ କରିଛନ୍ତି ନାମାଙ୍କନ ।…
ପ୍ରତ୍ୟେକ ବ୍ଲକ ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
ଯାଜପୁର, (ଜୟଶଙ୍କର ଦାଶ) :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୩ ତାରିଖ ଠାରୁ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅଧିକାରୀଙ୍କର ଦ୍ୱିତୀୟ ପର୍ଯ୍ୟାୟର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏହି ତାଲିମ ପ୍ରଥମ ପର୍ଯ୍ୟାୟ ଭଳି ଏନ୍.ସି. କଲେଜ,…
ଲକ୍ଷ୍ମଣ ଛାଡି ଧନୁ ତୀର, ପଶିଲେ ପଦ୍ମ ସରୋବର
ଛମାସ ହୋଇନି ଛାଡିଗଲା ମନ, ଦେଲେ ଛାଡପତ୍ର
ବାରିପଦା()- ମୟୂରଭଞ୍ଜ ଲୋକସଭାର ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡ଼ୁ ଆଜି ଭୂବନେଶ୍ୱରଠାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଜେଏମଏମକୁ ଛାଡ଼ପତ୍ର ଦେଇ ବିଜେପିର ହାତ ଧରିଛନ୍ତି | ଅର୍ଥାତ ଲକ୍ଷ୍ମଣ ଧନୁତୀର…
ସରିଲା ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି ନବୀନ’
ଓଡ଼ିଶାର ୮୬ଲକ୍ଷ ପରିବାରଙ୍କ ଠାରୁ ସଂଗ୍ରହ ହେଲା ମତାମତ , ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଁଚିଲା ମତାମତ ବାକ୍ସ
ଭୁବନେଶ୍ୱର : ଜନସାଧାରଣଙ୍କ ମତାମତକୁ ଗ୍ରହଣ କରି ଲୋକାଭିମୁଖି ସରକାର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ଆରମ୍ଭ କରିଥିଲା…