ଛଉ ପଡିଆରୁ ବହିଲା ବାତ୍ୟା , ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ 

ପିପିଲି ମାମଲାରେ ଇସ୍ତଫା ଦେଲେ ମହାର୍ଥୀ  ଶଶୀ ବେହେରା ଓ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର(MANASI MISHRA) - ଛଉ ପଡିଆରୁ ବହିଲା ବାତ୍ୟା , ବେଗ ଯଦିଓ ସେତେ ଅଧିକ ନଥିଲା,  ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ କରି ମହାରଥୀଙ୍କ ମୁହଁଟାଣ ଭାଙ୍ଗି ଦେଲା, ଉଜାଡି ଦେଲା…

ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ,ସରାଇପାଲି ଚମ୍ପିୟାନ  ।

ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମରେ ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ତଥା ପଡୋଶୀ ରାଜ୍ୟ ଛତିଶଗଡର ୧୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ  । ଫାଇନେଲ ମ୍ୟାଚ ସରାଇପାଲି…

ଆଦିବାସୀ ନେତା ହୋଇଥିବାରୁ ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛି-ସାଂସଦ ରାମଚନ୍ଦ୍ର     

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସଙ୍ଗୀନ ଆରୋପ ଆଣିଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ । କେନ୍ଦ୍ର ସରକାର ତାଙ୍କ ବିରୋଧରେ ଚକ୍ରାନ୍ତ କରି ସିବିଆଇ ଲଗାଇ…

୩୦୦ରୁ ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

ସ୍କୁଲ ଗୁଡିକ ଉଠାଇ ଦିଆଯାଇ ଅନ୍ୟ ସ୍କୁଲରେ ମିଶାଇ ଦିଆଯିବା ପ୍ରତିବାଦ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରlହୀ : ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତ ଅନ୍ତର୍ଗତ ସିଣ୍ଡିବା ଓ ବଡସଗାଁ ଗ୍ରାମ ସମେତ ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ଗୁଡିକ ସମ୍ପୁର୍ଣ୍ଣ ଉଠାଇ ଦିଆଯାଇ ଅନ୍ୟ…

ଗ୍ରାମାଞ୍ଚଳରସ୍ତରରେ ୭ ତାରିଖରୁ ୧ମାସ ବ୍ୟାପି ଲୋକଙ୍କୁ ସଚେତନ କରାଯିବା : ଜିଲାପାଳ 

ଇଭିଏମ - ଭିଭିପାର୍ଟର ନୂତନ ବ୍ୟବହାର ଉପରେ ଗଠିତ ଟିମ୍‍ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୨୦୧୯ରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ପକ୍ଷରୁ ନିର୍ବାଚନ ସମୟରେ ଚଳିତ ଥର ନୂତନ ଭାବେ…

ସିଜିରେଲ ଟୁ ଡେନ୍‍ସ ଷ୍ଟୁଡିଓ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ କୋର୍ଟ ନିକଟସ୍ଥ ଅନ୍ନପୁର୍ଣ୍ଣା ନଗର ଠାରେ ସିଜିରେଲ ଟୁ ଡେନସ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଉଦ୍‍ଘାଟନ କରିଥିବା ବେଳେ ଆବାହିକ ରୁପାଞ୍ଜଳି ମହାନ୍ତି ଓ ପ୍ରଦୀପ କୁମାର…

ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ଗମାଙ୍ଗ ଓ ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଧୋରଙ୍କ ଦ୍ଵାରା ଗୁଣପୁର ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପଡିଆ ରେ ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ…

ଶିଶୁ ବିଦ୍ୟାମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ଗୁଣପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ରଙ୍ଗ ମଞ୍ଚ ରେ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଲଳିତ ବଦ୍ୟଭୂଷଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ…

ସୁଧିରଙ୍କୁ ଅପଦସ୍ତ କରାଗଲା କାହା ଇଙ୍ଗିତରେ 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ‬: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଲକ ଠାରେ ଆୟୋଜିତ ହୋଇଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ସମ୍ମାନିତ ଅତିଥି ଜିଲ୍ଲାପାଳ ମୋହଦୋୟା ଶ୍ରୀମତୀ ଗୁହା ପୁନମ ତାପସ କୁମାର , ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ,…

୧୨ରେ ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ( ଟି.ଏନ୍.ଏ.ଆଇ) ଓଡ଼ିଶା ଶାଖାର ନିର୍ବାଚନ

ଭୁବନେଶ୍ୱର : ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ (ଟିଏନ୍ଏଆଇ) ଓଡ଼ିଶା ଶଖାର କାର୍ଯ୍ୟକାଳ ଗତ ଡ଼ିସେମ୍ବର ମାସରେ ସମାପ୍ତ ହୋଇଛି । ସେଥିପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରିବା ପାଇଁ ଆସନ୍ତା ୧୨ ତାରିଖ ଦିନ ଆଇଏମ୍ଏ ହାଉସ୍, ୟୁନିଟ୍-୬ଠାରେ ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ…