ରାଜବୋଡାସମ୍ବର ଧନୁଯାତ୍ରା:କୃଷ୍ଣ  ବଳରାମଙ୍କ ବାଲ୍ୟ ଲୀଳା  ଓ ବିଶ୍ବରୂପ ଦର୍ଶନ । 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ଚତୁର୍ଥ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ଅଷ୍ଟମଲ୍ଲ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ହୋଇଥିଲା | ଗୋପପୁର ରେ କୄଷ୍ଣ ଓ…

 ଯୋଗେଶ ସିଂହଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଲେ ହଜାରରୁ ଉର୍ଦ୍ଧ୍ବ  କଂଗ୍ରେସ କର୍ମୀ 

ଭୁବନେଶ୍ୱର/ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ପୂର୍ବ ଘୋଷଣା ଅନୁଯାୟୀ କିଛି ଦିନ ତଳେ କଂଗ୍ରେସସ ଛାଡିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂ ଆଜି ନିଜ ପଲଟନ ସହ ବିଜେଡିରେ ଯୋଗ ଦେଇଛନ୍ତି | ବିଜେଡି ନେତ୍ରୀ କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ମାନ ଓ ଅଭିମାନ କିଛି କାମ ଦେଇନି | ବିଧାୟକ ବବି…

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସହ ବହୁ କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ଉପ-ସଭାପତି ପୁରଞ୍ଜନ ପାଢ଼ୀ, ସଂପାଦକ ସଦାଶିବ ଜେନା, ଓବିସି ମୋର୍ଚ୍ଚା ସଂପାଦକ ସୁଶିଲ ପ୍ରଧାନ, ମହିଳା ମୋର୍ଚ୍ଚା ଉପ-ସଭାପତି…

ପଦ୍ମପୁର ଜିଲ୍ଲା ଦାବୀର ୨୯ତମ ଦିନରେ ଯୋଗଦେଲେ ପଦ୍ମପୁର ଉପଖଣ୍ଡ କଳାକାର ସଙ୍ଘ ।

ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ମୁଣ୍ଡ ରହିଲେ ସିନା ବାଲର ଷ୍ଟାଇଲ ଦେଖାଇବ !!!!!!

ସଚେତନତା ସୃଷ୍ଟିକରୁଥିବା ବାରିପଦା ପୋଲିସ୍କୁ ଯୁବକର  ଉଦ୍ଭଟ ଉତ୍ତର : ହେଲମେଟ ପିନ୍ଧିବା ଫଳରେ  ମୁଣ୍ଡର ଷ୍ଟାଇଲିଶ କେଶକୁ ଅନ୍ୟମାନେ ଦେଖି ପାରିବେ ନାହିଁ  ବାରିପଦା(ଦିଲ୍ଲୀପ ମହାନ୍ତି )- ଫେବୃଆରୀ ୪ରୁ ୧୦ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଏହି…

ଧନ୍ୟ ଏଇ ୧୪୪ ଧାରା, ଧନ୍ୟ ଏଇ ଜିଲ୍ଲା ପ୍ରଶାସନ 

 ରାହାଡପୁର ପାହାଡରେ ୧୪୪ ଧାରା ଜାରି: ଲୋକହସା ହେଉଛି ସରକାର ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତରୁ ମାଫିଆ ଚୋରୀ କଲେ ହେଲେ ତଣ୍ଡ ଗଣିବେ ସରକାର ୨୫ କୋଟି । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏଭଳି ଅଭାବନୀୟ ପରିସ୍ଥିତି ସରକାର କେବେ ବି ସମ୍ମୁଖୀନ…

ସାମାଜିକ ସମୀକ୍ଷା ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର,(ଜୟଶଙ୍କର ଦାଶ) :ସାମାଜିକ ସମୀକ୍ଷା ହେଊଚ୍ଥି ଗୋଷ୍ଠୀ  ସହଭାଗିତା, ସାମାଜିକ ରୂପାନ୍ତରଣ ଓ ସରକାରୀ ଊତ୍ତର ଦାୟିତ୍ୱ ନିମନ୍ତେ ସର୍ବଶ୍ରେଷ୍ଠ  ମାଧ୍ୟମ ବୋଲି ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର…

ପାରଳା ସହରର ଶତାଧିକ ଚାଷୀଙ୍କୁ କାଳିଆ ଯୋଜନାରୁ ବଂଚିତ 

 ଅନ୍ତର୍ଭୁକ୍ତ କରିବା ସହ ୭ଦଫା ଦାବୀ ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସହର ଶତାଧିକ ଚାଷୀଙ୍କୁ ସରକାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଚାଷୀ ମାନଙ୍କ ଅନ୍ୟାନ୍ୟ ମୌଳିକ ୭ଦଫା ଦାବୀ…

ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ 

  ବଲାଙ୍ଗିର/ ଖପ୍ରାଖୋଲ(ନିରୋଜ ମିଶ୍ର)  ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ଗ୍ରାମ ସ୍ଥିତ ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ…

ରାଜବୋଡାସମ୍ବର ଧନୁଯାତ୍ରା:ପୁତନାର ନିଧନ ପରେ ଅଷ୍ଟମଲ୍ଲ ଓ କାଳିୟ ଦଳନ ପ୍ରେରଣ  ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ପୁତନାକୁ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ।ପୁତନାର ନିଧନରେ ମହାରାଜ କଂସ ମର୍ମାହତ…