Sign in
Sign in
Recover your password.
A password will be e-mailed to you.
ଉଦ୍ଘାଟିତ ହେଲା ଜିଲ୍ଲାସ୍ତରୀୟ ସାତଦିନିଆ ଆମ୍ୱ ମେଳା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଓରମାସ ସଂସ୍ଥାର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଆରମ୍ଭ ହୋଇଛି ଜିଲ୍ଲାର ଆମ୍ୱ ଉତ୍ପାଦନ ଗୋଷ୍ଠୀ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଆମ୍ୱ ମେଳା ।ଗଜପତି ଜିଲ୍ଲାର ଗରିବ ଆମ୍ୱ…
ଭାଲୁ କାମୁଡ଼ାରେ ଯୁବକ ଗୁରୁତର
ନୂଆପଡା/ପ୍ରିୟବ୍ରତ ପଣ୍ଡା , ବୋଡେ଼ନ ବ୍ଲକର ଭଇଁସାଦାନୀ ଗ୍ରାମରୁ ଆସିଛି ଏକ ଲୋମହର୍ଷଣକାରୀ ଚିତ୍ର | ଜଣେ ଯୁବକଙ୍କୁ ଭାଲୁ କାମୁଡି ରକ୍ତାକ୍ତ କରିଛି । ଭାଲୁ ଆକ୍ରମଣ ଏହି ଅଞ୍ଚଳରେ ନୂଆ ନୁହେଁ ହେଲେ ଜୀବନ ଜୀବିକା ପାଇଁ ଜଙ୍ଗଲ ରାସ୍ତା ଦେଇ ଗମନା ଗମନ କରୁଥିବା ନିରୀହ ଗରିବ ଲୋକମାନଙ୍କ…
ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶା ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସୌଜନ୍ୟ ସାକ୍ଷାତ କରିଛନ୍ତିା ବାଚସ୍ପତି ଶ୍ରୀ ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା…
ଲୁହା କାରଖାନା ହେଲା କାଳ: ମାତ୍ରାଧିକ ପ୍ରଦୂଷଣର ଶିକାର ଉଲିବୁରୁ ଗ୍ରାମବାସୀ
ବଡ଼ବିଲ: ବଡ଼ବିଲ ନିକଟସ୍ଥ ଉଲିବୁରୁ ଗ୍ରାମ ନିମନ୍ତେ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲୁହା କାରଖାନା ଅଭିଶାପ ପାଲଟିଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାରଖାନାରୁ ନିର୍ଗତ ଧୂଆଁ ସ୍ଥାନୀୟ ବାତାବରଣକୁ ଦୂଷିତ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାଯୋଗୁଁ ବିଭିନ୍ନ ମାରାତ୍ମକ…
+୨ବିଜ୍ଞାନ ପରୀକ୍ଷା ଫଳ:ଉତ୍ତର ଓଡ଼ିଶା ଜୋନରେ ପାଶ ହାର ୭୨.୮୪ ପ୍ରତିଶତ ।
ବାଲେଶ୍ୱର ଜିଲ୍ଲାରେ ପାଶର ହାର ସର୍ବାଧିକ ୮୬.୫୭ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୫୩.୧୧ ।
ବାରିପଦା(Dillip Mohanty)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୧୯ର ଫଳ ଜୁନ ୩ ସୋମବାର ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇଛି…
ଠିକାଦାରଙ୍କ ଦାଦାଗିରି , ଘରଛାଡି ୫ ଦିନ ହେଲା ବାହାରେ ମହିଳା ଓ ତାଙ୍କ ପରିବାର
http://www.youtube.com/watch?v=3BCYrG68DSE&t=25s
ବାରିପଦା (ଦିଲ୍ଲୀପ ମହାନ୍ତି) : ବ୍ୟକ୍ତିଗତ ଜମିରେ ଜୋର ଜବରଦସ୍ତ ନିର୍ମାଣ କରୁଛନ୍ତି ରାସ୍ତା | ପ୍ରଶାସନ ନିକଟରେ ଅଭିଯୋଗ କଲେ ଅସହାୟ ଆଦିବାସୀ ମହିଳା ଲିଳିମା ବେହେରା | ୧୫ ଡ଼ିସିମିଲ ବ୍ୟକ୍ତିଗତ ବ୍ୟକ୍ତିଗତ ଟିକଡ଼…
ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଳ, କମିଲା ପାସ ହାର
ନଅଟି କଲେଜରେ ପରୀକ୍ଷାଫଳ ଶୂନ
ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାଫଳ । ଚଳିତ ବର୍ଷର ପାସ୍ ହାର ୭୨.୩୩ % । ପୂର୍ବ ବର୍ଷ ଅପେକ୍ଷା କମିଲା ପାସ ହାର । ଗତବର୍ଷ ତୁଳନାରେ ୪% କମ୍। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ- ୮୬. ୫୬%। ଗଜପତି…
କିନ୍ନର ପାଳିଲେ ସାବିତ୍ରୀ ବ୍ରତ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆସ୍ଥା ଓ ପବିତ୍ରତାର ପର୍ବ ସାବିତ୍ରୀ ବ୍ରତ ପାଳିତ ହୋଇଥିବା ବେଳେ ଭୁବନେଶ୍ୱରରେ କିନ୍ନର ପାଳିଛନ୍ତି ଏହି ବ୍ରତ | ଓଡିଶା କିନ୍ନର ମହାସଂଘ ଆନୁକୂଲ୍ୟରେ ପଳାଶପଲ୍ଲୀ ଫ୍ଲାଏଓଭର ତଳେ ବହୁସଂଖ୍ୟାରେ କିନ୍ନର ସମ୍ମିଳିତ ହୋଇ ପୂର୍ବ ଭାରତ କିନ୍ନର…
ସ୍ତ୍ରୀ କୁ ହତ୍ୟାକରି ପୋତିଦେଲା ସ୍ୱାମୀ
ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ତ୍ରୀ କୁ ହତ୍ୟା କରି ନିଜର ବାଡିପଛପଟେ ପୋତିଦେଲା ସ୍ୱାମୀ । ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ ଜିଲା ମୋରଡା ଥାନା ଅନ୍ତର୍ଗତ ଚିକିଟାମାଟିଆ ଲୋଧାସାହି ଗ୍ରାମଠାରେ । ଘଟଣା ମୁତାବକ ଗ୍ରାମର ଧିରେନ ନାୟକ ସ୍ତ୍ରୀ କମଳା ର ଚରିତ୍ର ଉପରେ ସନେ୍ଧହ ଜାତ…
ସୁଦାମ , ରାଜକିଶୋର ଓ ବାସନ୍ତିଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା
ବାରିପଦା(ଦିଲ୍ଲୀପ ମହାନ୍ତି) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ବିଧାୟକ ରାଜକିଶୋର ଦାସ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଭୂବନେଶ୍ୱରରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା…