ମର୍ମନ୍ତୁଦ ସଡକ ଦୁର୍ଘଟଣା , ଏକ ମୃତ

ବରଗଡ :-ଝାରବନ୍ଧ- ଜଗଦଲପୁର ରାସ୍ତାର ଚଣ୍ଡୀଭଟ୍ଟା ଠାରେ ଆଜି ଦ୍ବୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଝାରବନ୍ଧ ନିକଟସ୍ଥ ଶକ୍ତି ଗ୍ରାମର ପିତାମ୍ବର ସେଠ ନିଜ ସ୍କୁଟିରେ ବ୍ୟକ୍ତିଗତ କାର୍ଯ ପାଇଁ ଚଣ୍ଡୀ ଭଟା ଗ୍ରାମକୁ ଯାଉଥିବା ବେଳେ ବସନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ…

 ମଦ୍ୟପଙ୍କ ତାଣ୍ଡବ :ଅବକାରୀ ମୁହଁରେ ତୁଣ୍ଡି 

  ଶାରଳା ମନ୍ଦିର ମୁଖ୍ୟ ରାସ୍ତା,ବ୍ୟାଙ୍କ ଓ ଡାକ୍ତରଖାନା ନିକଟରେ ଠିପିଖୋଲା ମଦଦୋକାନ ଜଗତସିଂହପୁର/Ramesh Mohanty- ଜଗତସିଂହପୁର ଜିଲ୍ଲାରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି।ଦୋକାନୀଙ୍କ ଟାର୍ଗେଟ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀ ଦୋକାନିଙ୍କ…

ଆତଙ୍କ : ରାସ୍ତା ଶୂନଶାନ, ଯାତାୟାତ ଠପ

ପଦ୍ମପୁରରୁ ଜଗଦଲପୁର ରାସ୍ତାରେ ଅଘୋଷିତ ବନ୍ଦ ବରଗଡ :-ପଦ୍ମପୁର ରୁ ଜଗଦଲପୁର ରାସ୍ତାର ସମ୍ବଲପୁରୀ ଠାରେ ଗତ ରାତି ରେ ରାସ୍ତା ଉପରେ ଏକ ଗଛ ପଡିଯିବାରୁ ରାସ୍ତା ଅବରୋଧ ହେଇଯାଇଥିଲା । ସକାଳୁ ରାସ୍ତା ସଫା କରିବା ପାଇଁ ଏକ jcb ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିଲେ । ରାସ୍ତା…

 ଡିସେମ୍ବର ସୁଦ୍ଧା ୧୧୪ ପୌରାଚଂଳର ୮ଲକ୍ଷ ଘରକୁ ବିଶୁଦ୍ଧ ପାନୀୟଜଳ- ମନ୍ତ୍ରୀ ଶ୍ରୀ ଜେନା 

ସହରାଚଂଳ ପାନୀୟଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା  ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉର୍ଧ୍ଵ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଂଚାୟତିରାଜ , ଗୃହ ନିର୍ମାଣ  ଓ…

କ୍ରୀଡା ସଚିବଙ୍କୁ ହକି ଇଣ୍ଡିଆର ନୂଆ ଜର୍ସି ଉପହାର

ଭୁବନେଶ୍ୱର:  ଚଳିତ ମାସ ୬ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଯାଉଥିବା ଫେଡେରେସନ୍ ହକି ଇଣ୍ଡିଆ ଆନୁକୂଲ୍ୟରେ ପୁରୁଷ ହକି ଫାଇନାଲ ନିମନ୍ତେ ଭାରତୀୟ ଦଳର ନୂତନ ଜର୍ସି ଇତି ମଧ୍ୟରେ ଗୃହୀତ ହୋଇଛିା ଏହାକୁ ଭାରତୀୟ ହକି ଦଳର ପରିଧାନରେ ନୂତନ ଅବତାର କୁହାଯାଉଛିା ଆଜି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଭିନ୍ନ କର୍ମକର୍ତ୍ତା ଓ ଦଳୀୟ କର୍ମୀ

ଭୁବନେଶ୍ୱର : ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିଛି । ଏହି ଅବସରରେ ଆଜି ବିଜୁ ଜନତା ଦଳର ୩୧୪ ବ୍ଲକ ସଂଯୋଜକ, ୧୧୪…

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା 

ବଲାଙ୍ଗିର/ ନିରୋଜ ମିଶ୍ର - ନବୀନ ପଟ୍ଟନାୟକଙ୍କ ନୁତନ ମନ୍ତ୍ରୀ ମଣ୍ଡଳରେ ନୁତନ ଭାବେ ଶପଥ ନେଇଥିବା ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତି ସାହୁ ଟିିଟିଲାଗଡ ବିଧାୟିକା ଭାବରେ ନିର୍ବାଚିତ…

ନରସିଂହଙ୍କ ଭିମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ

ଚିକିତ୍ସା, ସଫେଇ ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ ବଲାଙ୍ଗିର (ନିରୋଜ ମିଶ୍ର) - ଆଜି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜ ଓ ମେଡିକାଲ ପରିଦର୍ଶନ କରିଛନ୍ତି । ୨୦୧୯ ନିର୍ବାଚନ ଜିତିବା ପରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ଏହା ପ୍ରଥମ ପରିଦର୍ଶନ । ଗତ କିଛି ସପ୍ତାହ…

ପୁରୁଣାକଟକରେ ପରିବହନ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ/ ଶାସକ ପ୍ରଶାସକ :  ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ବାଣିଜ୍ୟ ଓ ପରିବହନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ବିରମହରାଜପୁର ବିଧାୟକ ତଥା ହରଭଙ୍ଗା ଅଞ୍ଚଳର ପୂର୍ବତନ ବିଧାୟକ ପଦ୍ମନାଭ ବେହେରା ମଙ୍ଗଳବାର ପ୍ରଥମ ଥର ପାଇଁ ନିଜର ପୂର୍ବ ନିର୍ବାଚନ…

ଏଇତ ଗଣତନ୍ତ୍ରର ସୌନ୍ଦର୍ଯ୍ୟ : ନବୀନ ଅପରାଜିତା ଭେଟଘାଟ 

ଭୁବନେଶ୍ୱର : ସାମନା ସାମନି ଚେୟାର , ମୁହାଁମୁହିଁ ବସି ଆଜି ବେଶ କିଛି ସମୟ ପାଇଁ ଆଲୋଚନା କରିବାଜେ ଦେଖିବାକୁ ମିଳିଥିଲା | ଏପରି ସୌଜନ୍ୟତା ବୋଧହୁଏ ଆଗରୁ ଦେଖିବାକୁ ମିଳିନଥିଲା | କାରଣ ସେ ଜଣେ ସଚିବ କୁ ଜଣେ ମୁଖ୍ୟମନ୍ତ୍ରୀ | ହେଲେ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏଇଆ ଯେ  ଆଜି ଉଭୟେ ଆଲୋଚନା…