Sign in
Sign in
Recover your password.
A password will be e-mailed to you.
ସହରରେ ବର୍ଜ୍ଜ୍ୟବସ୍ତୁର ବ୍ୟବସ୍ଥିତ ପରିଚାଳନା ପାଇଁ ଅଂଟା ଭିଡିଲା ପୌର ପରିଷଦ
ବର୍ଜ୍ଜ୍ୟବସ୍ତୁ ସୁପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭା ଗୃହ ଠାରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମରେ ପାରଳା ସହରରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଷ୍ଟାଟିଷ୍ଟିକାଲ କାର୍ଯ୍ୟାଳୟର ଫିଲଡ଼ ସର୍ଭେୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
ବାରିପଦା (ଦିଲ୍ଲୀପ ମହାନ୍ତି )-ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋରଡ଼ା ବ୍ଲକ କ୍ୟାମ୍ପସ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର କର୍ମଚାରୀ ସୁମନ୍ତ କୁମାର ସାହୁଙ୍କ ମାୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାରିଆପାଳ ପୈତୃକ ଘର ସହ…
ଘେଁସ ଶୀତଳ ଷଷ୍ଠୀ:ସ୍ୱପ୍ନେଶ୍ୱର ବାବାଙ୍କ ଆଲୌକିକ ବିବାହ ସମ୍ପନ୍ନ
ମେଲଛାମୁଣ୍ଡା (ମନୋଜ ଭୋଇ) - ବରଗଡ ଜିଲ୍ଳା ଘେଁସ ଠାରେ ଚାଲିଥିବା ଶିତଳ ଷଷ୍ଠୀ ଯାତ୍ରାର ମୂଖ୍ୟ ପର୍ବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ହିମାଦ୍ରୀ ନଗରରେ ଶୁକ୍ରବାର ଦିବା ୧୦ଘ.ର ଶୁଭ ଲଗ୍ନ ଅବସରରେ ଦେବାଧିଦେବ ମହାଦେବ ସ୍ୱପ୍ନେଶ୍ୱର ବାବା ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ଆଲୌକିକ…
ଜ୍ଞାନ ଗ୍ରାମରେ ଅଷ୍ଟ ପ୍ରହରୀ ମାନସିକ ହରି ଯଜ୍ଞ
ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମର ଉପରପଡାରେ ଅଷ୍ଟ ପ୍ରହରୀ ମାନସିକ ବିଶ୍ୱଶାନ୍ତି ହରି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତାଙ୍କ ମନ୍ତ୍ରୋଚ୍ଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ, ହୁଲହୁଲିର…
ଓଡଗାଁରେ ବିଦ୍ୟୁତ ଯୋଗାଣରେ ବାଧାପ୍ରାପ୍ତ : ଗରମ ଓ ଗୁଳୁଗୁଳିରେ ୧୦ଘଂଟା ସଢିଲେ ଲୋକେ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ନୟାଗଡ ଗ୍ରୀଡରୁ ଶରଣକୁଳ ଏବଂ ଓଡଗାଁକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ ସାମାନ୍ୟ ପବନର ଆଘାତରେ ସଂଯୋଗ ବିଛିନ୍ନ ହେବା ଯୋଗୁଁ ସ୍ଥାନୀୟ ଅଂଚଳର ହଜାର ହଜାର ଉପଭୋକ୍ତା ଗୁରବାର ଦିନ ରାତିରେ ୧୦ଘଂଟା ଧରି ପ୍ରବଳ ଗରମ ଓ ଗୁଳୁଗୁଳୀରେ ଶଢିଥିବା ଜଣାଯାଇଛି ।…
ଦୂତିକେଶ୍ୱର ମହାଦେବଙ୍କ ପିଠରେ ଶିବ ବିବାହ ନୀତି ସମ୍ପନ୍ନ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ଓଡଗାଁ ନିକଟସ୍ଥ ଜାମୁପାଟଣା ଠାରେ ବିଜେ ଶ୍ରୀ ଦୂତିକେସ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବର ପୂର୍ଣ୍ଣର୍ ଭାବେ ସମ୍ପନ୍ନ ହୋଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରିତିନିତି ବିଧାନରେ ବର ବରଣ, ବାଟବରଣ, ପ୍ରଥମ ବରଣ, ଅଧିବାସ କର୍ମ, ବନ୍ଦାଣ,…
ଲଗାମଛଡ଼ା ଅପରାଧୀ : ଜନତାଙ୍କ ଧନ ଜୀବନ ସୁରକ୍ଷା ଦେବାରେ ପୋଲିସ ବିଫଳ
ଝରକା ଭାଙ୍ଗି ଲୁଟି ନେଲେ ୫ଲକ୍ଷ ଟଙ୍କାରୁ ଅଧିକ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା
ବାରିପଦା(୦୭/୦୬)- ଜନତାଙ୍କ ଧନ ଜୀବନ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି । ବାରିପଦା ସହରରେ ହତ୍ୟା, ଚୋରୀ, ଠକେଇ, ଛିନତାଇ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପୁଲିସର ଏଦିଗରେ ନିଘା ନାହିଁ…
୪ଟି ମେଡିକାଲ କଲେଜରେ ୧୦୦ଟି ଲେଖାଏ ଆସନ ପାଇଁ ଅନୁମତି ନବୀକୃତ
ଭୁବନେଶ୍ୱର : ରାଜ୍ୟର ୪ଟି ମେଡିକାଲ କଲେଜରେ ୧୦୦ଟି ଲେଖାଏ ଆସନରେ ନାମ ଲେଖା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନସ୍ଥ ବୋର୍ଡ ଅଫ ଗଭର୍ନର (ପୂର୍ବର ଭାରତୀୟ ଆୟୁର୍ବିଜ୍ଞାନ ପରିଷଦ) ଅନୁମତି ନବୀକୃତ କରିଛନ୍ତି | ଅନୁମତି ନବୀକୃତ ହୋଇଥିବା ମେଡିକାଲ କଲେଜ ହେଲେ ପଣ୍ଡିତ…
ଆମେ ସମସ୍ତେ ସାଧାରଣ ଜନତା ର ସେବକ , ଏଠି କେହି ସାହେବ ନୁହନ୍ତି : ବିଧାୟକ ଶ୍ରୀ ବରିହା
ବରଗଡ / ପାଇକମାଲ :- ଆଜି ପାଇକମାଲ ପଂଚାୟତ ସମିତି ସଭାଗୃହରେ ଆୟୋଜିତ ପାଇକମାଲ ପଂଚାୟତ ସମିତି ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ସଂଵୋଧନ କରି ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା କହିଲେ ଯେ , ଆମେ ସନସ୍ତେ ଜନସାଧାରଣଙ୍କର ସେବା କରିବା ପାଇଁ ଅଛୁ…
ରଜନୀ କାନ୍ତ ସିଂ ବିଧାନସଭାରେ ଉପ ବାଚସ୍ପତି ଓ ପ୍ରଣବ ବଲବନ୍ତରାୟ ଉପ ମୁଖ୍ୟ ସଚେତକ
ଭୁବନେଶ୍ୱର : ଅନୁଗୋଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀ କାନ୍ତ ସିଂ ବିଧାନସଭାରେ ଉପ ବାଚସ୍ପତି ମନୋନୀତ କରାଯାଇଛି । ସେହିପରି ଧର୍ମଶାଳାର ବିଧାୟକ ପ୍ରଣବ ବଲବନ୍ତରାୟଙ୍କୁ ଉପ ମୁଖ୍ୟ ସଚେତକ ଭାବେ ବିଜୁ ଜନତା ଦଳ ପକ୍ଷରୁ ମନୋନୀତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ…