Sign in
Sign in
Recover your password.
A password will be e-mailed to you.
ସରିଲା ଓରମାସର ଆମ୍ବ ମେଳା : ୫ ଦିନରେ ୩୬ ମେଟ୍ରିକ ଟନ୍ ଆମ୍ବ କାରବାର
ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓରମାସ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ଏବଂ ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଦିନ ଉଦଯାପିତ ହୋଇଯାଇଛି | ଉଦଯାପନୀ ସଭାରେ ଓରମାସର ଅତିରିକ୍ତ ମୁଖ୍ୟ…
ରାଜ୍ୟସ୍ତରୀୟ ଗଣକବି ସାଂସ୍କୃତିକ ସଂସଦ ପକ୍ଷରୁ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଶାସକ ପ୍ରଶାସକ) ଭୁବନେଶ୍ୱରସ୍ଥିତ "ରାଜ୍ୟସ୍ତରୀୟ ଗଣକବି ସାଂସ୍କୃତିକ ସଂସଦ' ପକ୍ଷରୁ ପଞ୍ଚାୟତିରାଜ,ଆଇନ୍, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ଭବ୍ୟ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇଛି |ସଂସଦର କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ସର୍ବଶ୍ରୀ ନିରଞ୍ଜନ…
ଯନ୍ତ୍ରୀଙ୍କୁ ବସ ଉଠ ପ୍ରସଙ୍ଗ : ବିଧାୟକଙ୍କ ବିରୋଧରେ ଏତଲା ଦେଲେ ଯନ୍ତ୍ରୀଂକ ଧର୍ମପତ୍ନୀ
ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର )
କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ୍ କରିବା ମାମଲାରେ ନୂଆ ମୋଡ଼ । ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲେ ଜୟକାନ୍ତ ଶବରଙ୍କ ପତ୍ନୀ । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପ୍ରବୀଣା ଆଣିଛନ୍ତି…
ବିବାଦରେ ପାଟଣାଗଡ ବିଧାୟକ : ରିପୋର୍ଟକୁ ଅପେକ୍ଷା
ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) । ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି…
ନିର୍ବାଚନମଣ୍ଡଳୀସ୍ତରୀୟ ସମୀକ୍ଷାରେ ବିଷ ଓଗାଳିଲେ ନରସିଂହ
ଭୂମିହୀନଙ୍କୁ ଜମି ଓ ବାସଗୃହ ପ୍ରଦାନ କରିବାକୁ ନିର୍ଦ୍ଦେଶ ସୁକତେଲ ବିସ୍ଥାପିତଙ୍କୁ ୧୩ ଆଇନ ହିସାବରେ କ୍ଷତିପୂରଣ ଦେଉ ସରକାରଡାକ୍ତରଖାନାର ସମସ୍ତ ସମସ୍ୟା ଏହି ମାସ ଭିତରେ ସମାଧାନ କରପୌର ପରିଷଦ ସହରକୁ ଆବର୍ଜନା କୁଣ୍ଡ ନ କରୁ
ବଲାଙ୍ଗିର (ନିରୋଜ ମିଶ୍ର)– ବଲାଙ୍ଗିର ପୌର ପରିଷଦ…
ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ : ଭକ୍ତ, ସୂର୍ଯ୍ୟକାନ୍ତ, ସାନ୍ତନୁ ଓ ଉପେନ୍ଦ୍ର ଙ୍କୁ ପ୍ରକୃତି ବନ୍ଧୁ…
ବଲାଙ୍ଗିର/ଟିଟିଲାଗଡ(niroj mishra)-- ଟିଟିଲାଗଡ ସ୍ଥିତ କୁମୁଡା ପାହାଡ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୁମୁଡା ପାହାଡ ସୁରକ୍ଷା ସମିତି ଆନୁକୂଲ୍ୟରେ ତଥା ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…
ବେଆଇନ ମଦ ଦୋକାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଦୁଇ ଗିରଫ
ବରଗଡ / ଝାରବନ୍ଧ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ କୁମି ଗ୍ରାମ ନିକଟରେ ଝାରବନ୍ଧରୁ ଲାଉଡି ଦରହା ମୁଖ୍ୟ ରାସ୍ତା କଡରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କର ନିର୍ଦେଶରେ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା, ଜଗଦଲପୁର ଥାନା ଅଧିକାରୀ…
ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା
ବଲାଙ୍ଗିର/Niroj Mishra : ବିଧାୟକଭାବେ ଶପଥ ଗ୍ରହଣ ଓ ଅନ୍ୟାନ୍ୟ ଔପଚାରିକତା ସମାପ୍ତି ପରେ ନିଜ ନିର୍ବାଚନମଣ୍ଡଳୀକୁ ଫେରିଛନ୍ତି ନିର୍ବାଚିତ ବିଧାୟକ ଡ଼ ମୁକେଶ ମହାଲିଙ୍ଗ । ଜିଲ୍ଳା ଉପସଭାପତି ରମା ପଧାନଙ୍କ ନେତୃତ୍ୱରେ ଉତ୍ସାହିତ ପୁଇଁତଲା ବ୍ଳକର ଶହସ୍ରାଧିକ ବିଜେପି ଦଳୀୟ…
ଘେଁସ ଶିତଳଷଷ୍ଠୀ: ହିମାଦ୍ରୀ ନଗରକୁ ବର ବେଶରେ ପହଂଚିଲେ ବାବା ସ୍ୱପ୍ନେଶ୍ୱର
ମେଲଛାମୁଣ୍ଡା (ମନୋଜ ଭୋଇ) - ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସରେ ଚାଲିଥିବା ଶିବ ପାର୍ବତୀଙ୍କ ଅଲୌକିକ ବିବାହ ପର୍ବ (ଶିତଳ ଷଷ୍ଠୀ) ଯାତ୍ରା ଚଲିତ ବର୍ଷ ୨୩ ତମରେ ପହଂଚି ସାରିଛି । ଯାତ୍ରାର ବୟସ ଯେତେ ଯେତେ ବଢି ଚାଲିଛି ଯାତ୍ରାର ମାହୋଲ ସହିତ ଆଯୋଜକ ମାନଙ୍କ ମନୋବଳ ମଧ୍ୟ ଆହୁରି…
ବର୍ଷାଦିନିଆ ରୋଗ ପ୍ରତିହତ ଲାଗି ୫ ବିଭାଗ ମିଳାଇଲେ ହାତ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନବ୍ୟାପିବ ସେଥି ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି । ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ…