ଅସାବଧାନତାରୁ ଚାଲିଗଲା ଜୀବନ, ଟ୍ରେନରେ କଟି ଯୁବକ ମୃତ

ବଡ଼ବିଲ (ଶାସକ ପ୍ରଶାସକ) ଆଜି ମଧ୍ୟାହ୍ନରେ ଅସବଧାନତାରୁ ଜଣେ ଯୁବକ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଲେ ବଡ଼ବିଲ ପାଲ ହଟିଂ ଅଞ୍ଚଳର ରାକେଶ ମହାନ୍ତ।  ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ରାକେଶ ଶୌଚ ପାଇଁ ଯାଇ ଫେରିବା ସମୟରେ…

ପାଇକମାଲ ଓ ନୃସିଂହନାଥ ପୀଠର ବିକାଶ ପାଇଁ ମିଳିତ ପ୍ରତିଶ୍ରୁତି ଦେଲେ ସାଂସଦ ଓ ବିଧାୟକ

ବରଗଡ / ପାଇକମାଲ :- ପାଇକମାଲ ପଂଚାୟତ ସମିତିର ଆଜି ଷଷ୍ଠ ବୈଠକ ପାଇକମାଲ ପଂଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ପ୍ରଥମେ ନବନିର୍ବାଚିତ ସାଂସଦ ଶ୍ରୀ ସୃରେଶ ପୂଜାରୀ ଓ…

ଦୁର୍ଘଟଣା ଘଟାଇଥିବା ହାଇବା ଜବତ, ଡ୍ରାଇଭର ଗିରଫ

ବଡ଼ବିଲ / (ଶାସକ ପ୍ରଶାସକ) ୨୧ ତାରିଖ ମଧ୍ୟରାତ୍ରୀରେ ଭଦ୍ରାସାହି ନିକଟସ୍ଥ ଟଂଟୋଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ଏକ ହାଇବା ଟ୍ରକକୁ ଜବତ କରିବା ସହ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି…

ନିଟ ପରୀକ୍ଷାଫଳ:• ଓଡିଶାରୁ 19244 କୃତକାର୍ଯ୍ୟ

• ରାଜ୍ୟର ପାସ ହାର 59.44 ପ୍ରତିଶତ• ମହିଳା ଟପ-20ରେ ରାଜ୍ୟରୁ ସଙ୍ଗୀତା ଅଗ୍ରୱାଲ• 5 ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3 ଜଣ କୃତକାର୍ଯ୍ୟ New Delhi (SPB): ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-2019ର ଫଳ ପ୍ରକାଶ ପାଇଛି…

କ୍ୟାବିନେଟ କମିଟି-2019 ପୁନର୍ଗଠିତ : ଆର୍ଥିକ, ନିଯୁକ୍ତି ଓ ଦକ୍ଷତା ବିକାଶ କମିଟିରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ (ଏସପି ବ୍ୟୁରୋ)  କ୍ୟାବିନେଟରେ ଦ୍ଵିତୀୟ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମିଲ କରିବା ସହ ପୁଣି ପେଟ୍ରୋଲିୟମ ମନ୍ତ୍ରଣାଳୟ ଲଗାତାର ଭାବେ ଓ ତତ୍ସହିତ ଗୁରୁତ୍ୱପୂର୍ଣ ଇସ୍ପାତ ମନ୍ତ୍ରଣାଳୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଉଜ୍ଜ୍ଵଳା ମ୍ୟାନ"ଙ୍କ…

ମୟୂରଭଞ୍ଜ ବାରିପଦା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦକ କରାଯିବା ଉପରେ…

ବାରିପଦା-(ଦିଲ୍ଲୀପ ମହାନ୍ତି)     ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱବଧାନରେ ବାରିପଦା ଦେବତର ବିଭାଗ ପକ୍ଷରୁ ତା.୦୪.୦୬.୨୦୧୯ ରିଖ ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ରଥଯାତ୍ରା ସମନ୍ୱୟ କମିଟିର…

ଡମ୍ପର ଧକାରେ ବାଇକ ଆରୋହୀ ଙ୍କ ମୃତ୍ୟୁ

ବାରିପଦା-- ଆଜି ଅପରାହ୍ନ ସମୟରେ ବାରିପଦା – ଉଦଳା ରାଜ୍ୟ ରାଜପଥର ଖୁଣ୍ଟାଥାନା ଅନ୍ତର୍ଗତ ଟିଟିଆ ଛକ ନିକଟରେ ଏକ ମର୍ମନ୍ତୁକ ସଡକ ଦୂର୍ଘଟଣା ଘଟିଯାଇଅଛି । ଏକ ଡମ୍ପର ସାମ୍ନାପଟୁ ବାଇକକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁୁ ଘଟିଅଛି । ମୃତକ ଜଣକ ହେଲେ ବଡସାହି ଥାନା…

ବିପର୍ଯ୍ୟୟ ପ୍ରଶମନ ନା ବିପର୍ଯ୍ୟୟ

ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା : ସତ୍ୟତା ଥିଲେ ସାଙ୍ଘାତିକ ବାରିପଦା(ଶାସକ ପ୍ରଶାସକ)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ…

ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

    ବାରିପଦା(ଦିଲ୍ଲୀପ ମହାନ୍ତି )ବାରିପଦା ଟାଉନ ଥାନା ବାରିପଦା ପୌରପରିଷଦ ଅଧିନ ଢ଼ିପାସାହି ଅଞ୍ଚଳର ଜଣେ ୪୫ ବର୍ଷୀୟା ମହିଳା ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲା । ମହିଳା ଜଣକ ଢ଼ିପାସାହି ଅଞ୍ଚଳର ମେଘନାଦ ସିଂଙ୍କ ପତ୍ନୀ ରଙ୍କଣି ସିଂ । ସେ ଆଜି ଘର ପାଖରେ ପ୍ରଭାବିତ…

ଫନି ଆକ୍ରାନ୍ତଙ୍କ ପାଇଁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୫ଲକ୍ଷ…

ଭୁବନେଶ୍ୱର(ଶାସକ ପ୍ରଶାସକ): ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ (ଓସାନ୍‍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ପ୍ରଦାନ…