ଛେଳି ପାଇଁ କଙ୍ଗାରୁ କୋର୍ଟ , କି  ମାଡ଼ (ଦେଖନ୍ତୁ ଭିଡିଓ )

0

Baripada/ Dillip mohanty  : କରଞ୍ଜିଆ ରରୁଆଁ ଥାନା ଅନ୍ତର୍ଗତ ଡାହାଣୀ ଗାଡ଼ିଆ ଗାଁ ରେ  ପୁଣି କଙ୍ଗାରୁ କୋର୍ଟ | ଲୋକ ଆଇନକୁ ନେଇଛନ୍ତି ହାତକୁ | ଛେଳି ଚୋର ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ  ଗାଁ ଲୋକ | ମାଡ ମାରିଥିବା video ହୋଇଛି  ଵିରଳ  | ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁର ଏହି ଘଟଣାରେ ମଦ ଖାଉଥିବା ହୂବକ ଜଣକ  ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଆହରପଡା ଗାଁର ବୋଲି ଜଣାପଡିଛି ।

http://www.youtube.com/watch?v=sJsKYeqShHw

Leave A Reply

Your email address will not be published.