ନଅଗାଁ (କ)ରେ କୋଶଲ କର୍ମିଙ୍କ ନୂଆଁଖାଇ ଭେଟଘାଟ

0 1

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଏବଂ ଆଗଲପୁର ଥାନାର ବୋଡରରେ ଥିବା ନଅଗାଁ(କ) ଗ୍ରାମର କଲ୍ୟାଣ ମଣ୍ଡପରେ ଆଗଲପୁର ବ୍ଳକର କୋଶଲ କର୍ମି ମାନଙ୍କୁ ନେଇ ନୂଆଁଖାଇ ଭେଟ ଘାଟ ଉତ୍ସବ ୨୦୧୯ ଅନୁଷ୍ଠିତ  ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଳାର ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି, ଶରତ ହୋତା, ଦିବାଶ ସାହୁ, ହିତାଂଶୁ ଶେଖର ସାହୁ, ସୁଶୀଲ ବିଶ୍ୱାଲ, ଜୋର୍ତିମୟ ମିଶ୍ର, ସରୋଜ ମେହେର, ସଂଯୋଗ ସାହୁ, ପ୍ରିତମ ଠାକୁର ସୂର୍ଯ୍ୟ ସ୍ୱାନୀ, ଦିଲ୍ଳିପ ପଣ୍ଡା, ନିର୍ମଲ, କ୍ଷେତ୍ରପାଲ, ଭରତ, ମନୋଜ, ଦେବାଶିଷ, ଗିରିଧାରୀ, ଅରୁଣ, , ଜୀବନ ପ୍ରମୁଖ କୋଶଲ କର୍ମିମାନେ ସମାନିତ ଅତିଥି ଭାବେ ଯୋଗ ଦେଇ କୋଶଳ ରାଇଜର ମହାନ ଗଣପର୍ବ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ ଆଗଲପୁର ବ୍ଳକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶେଷରେ ବବୁଲୁ ଅଗ୍ରଓାଲ ଧନ୍ୟବାଦ ଜ୍ଞାପନ କରିଥିଲେ ।

 

Leave A Reply

Your email address will not be published.