ନିଳାଦ୍ରୀର ୫ମ ବାର୍ଷିକୋତ୍ସଵ : ସଂଗୀତରେ ଝୁମିଲେ ଦର୍ଶକ

0 1

ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ପବିତ୍ର କୁମାର ପୂର୍ଣ୍ଣମୀରେ ୫ମ ବାର୍ଷିକ ଉତ୍ସବ ପାଳନ କରିଛି।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବପ୍ରସାଦ ପରିଜା ଯୋଗଦେଇ ବଡ଼ବିଲ ଭଳି ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ନିଳାଦ୍ରୀର ଭୂମିକାକୁ ପ୍ରଶଂସା କରିଥିଲେ। ସଭା ପରେ ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ସହଯୋଗୀଙ୍କ ଦ୍ୱାରା ମେଲୋଡି ପରିବେଷିତ ହୋଇଥିଲା।

Leave A Reply

Your email address will not be published.