ଅସୁସ୍ଥ ଥାଇ ବି ମନ ସମ୍ଭାଳିଲାନି 

 ଦୁର୍ଘଟଣା ଖବର ଶୁଣି ଘଟଣାସ୍ଥଳକୁ ଦୌଡ଼ିଗଲେ ମନ୍ତ୍ରୀ ସୁଶାନ୍ତ ବରଗଡ :- ଆଜି ଦିପହର ପ୍ରାୟ ଦୁଇଟା ରୁ ଅଢେଇଟା ଭିତରେ ସୋହେଲା ପଦ୍ମପୁର ରାସ୍ତାରେ ଜାମପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ବରଗଡ଼ ପଟକୁ ଯାଉଥିବା ଏକ ମରୁତି ଇକୋ ଭେନ ରାସ୍ତାକଡରେ…

ଆଗାମୀ ସାଧାରଣ ନିର୍ବାଚନ : ଆନ୍ଧ୍ର ଓ ଓଡିଶା ସୀମାନ୍ତ ପୋଲିସ ଅଧିକାରୀପ୍ରସ୍ତୁତ କଲେ ଆକ୍ସନ ପ୍ଲାନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ପୋଲିସ ଥାନା ଗୁଡିକର ଅଧିକାରୀ ମାନଙ୍କ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଥିବା  ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ…

ଗାଉଣ୍ଡ ଜ଼ିରୋ ରିପୋର୍ଟ :  ଅଭିଶାପର ଅନ୍ୟ ନାଁ ବଡସଡା ଗାଁ !!!!!

 ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ପାହାଡିଆ ଗ୍ରାମ ବଡସଡା  ଅପହଞ୍ଚ ମୌଳିକ ସମସ୍ୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା   ଅଭିଶପ୍ତ ଜୀବନ ବିତାଉଛନ୍ତି ବଡସଡା ଗ୍ରାମବାସୀ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀଙ୍କ ରିପୋର୍ଟ : ପୂର୍ବରୁ ଆମେ ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଜୀବନ…

କାନ୍ଥ କଣା କରି  ବିଦେଶୀ ମଦ ଦୋକାନରେ ଚୋରି

ନୂଆପଡା(ଅମିତ କୁମାର ପୁରୋହିତ)  ; ସଦର ମହକୁମା ସ୍ଥିତ ବିଦେଶୀ ଠିପି ବନ୍ଦ ମଦ ଦୋକାନର ପଛ ପଟ କାନ୍ଥ ରେ ଏକ ବଡ କଣା କରି କିଛି ଦୃର୍ବୁତ୍ତ ଚୋରି କରିଥିବାର ଅଭିଯୋଗ ହୋଇଛି । ଗତ କାଲି ରାତ୍ରୀ ୧୦ ଟା ବେଳେ ସବୁଦିନ ପରି ମ୍ୟାନେଜର ଏବଂ ତାଙ୍କ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ…

ଡକାୟତି ଉଦ୍ୟମ ବିଫଳ : ଗାଡି ଛାଡି ଫେରାର ମାରିଲେ ଦୁର୍ବୁତ୍ତ

 ନୂଆପଡା. (ଅମିତ ପୁରୋହିତ) ; ନୂଆପଡା ଏନ.ଏ.ସି ର ମହାଶକ୍ତି ସଂଗଠନ ଅର୍ନ୍ତଭୁକ୍ତ ପୂଜା ନାମକ ଏକ ମହିଳା ସ୍ୱୟଂ ସହାୟକ ଦଳ ଆଜି ସ୍ଥାନିୟ ପଞାବ ନେସନାଲ ବ୍ୟାଙ୍କକୁ ପଇସା ଉଠାଇବା ପାଇଁ ଆସିଥିଲେ । ପ୍ରାୟ ଦେଢ ଲକ୍ଷ ଟଙ୍କା ଉଠାଇ ଦୁଇ ଜଣ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଇକ…

ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନର ପଦକ୍ଷେପ 

ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ଆସନ୍ତା ସାଧାରଣ ନିର୍ବାଚନ କୁ ସାମ୍ନାରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି | ନିର୍ବାଚନ କୁ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ କରାଯିବ…

ବିଜେଡି ଇସ୍ତାହାର କମିଟି :ବେଦ ଅଧ୍ୟକ୍ଷ, ଲୋକଙ୍କ ମତାମତ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର 

ଭୁବନେଶ୍ୱର:  ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଇସ୍ତାହାର କମିଟି ଘୋଷଣା କରିଛନ୍ତି । କମିଟିରେ ସବୁ ବର୍ଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ…

ବୁନୁହେଲେ ରାଜ୍ୟ ସାଧାରଣ ସମ୍ପାଦକ: ଆଉ ମିଳିଲା ଭୁବନେଶ୍ୱର ଜିଲା ପର୍ଯ୍ୟଵେକ୍ଷକ ଦାୟିତ୍ୱ 

ଭୁବନେଶ୍ୱର : ଶେଷରେ ଭୁବନେଶ୍ୱରର ପୂର୍ବ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସଂଗଠନରେ ଗୁରୁତ୍ୱପୂର୍ଣ ପଦବୀ ଦିଅ ଯାଇଛି | ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ତାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା…

ପରିବାରରେ ଖୁସିର ଲହରୀ : ଅଫେରା ଜଗତରୁ ଫେରିଲେ ଜଗତରାମ 

ସଂତ୍ରାସବାଦୀ ସଂଦେହରେ ଧରିନେଇଥିଲା ସେନା ଦୁର୍ଦ୍ଦିନରେ ପରିବାରକୁ ସହାୟତାର ହାତ ବଢ଼ାଇଲେ ରାଜୁ ଢୋଲକିଆ  ନୂଆପଡ଼ା/Amit Kumar Purohit ; ଭାରତ ଓ ପାକିସ୍ତାନ ସୀମାନ୍ତରେ ଏବେ ତିକ୍ତତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଗତ ୩ ତାରିଖରେ ଭାରତ-ପାକିସ୍ତାନ ସୀମାନ୍ତ ରାଜସ୍ତାନ…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୪୩ହଜାର ଟଙ୍କା ଛଡାଇନେଲେ ଦୁର୍ବୃତ୍ତ

 ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତାର ଓଡଗାଁ ଥାନା ଗୋଡିପଲ୍ଲୀ  ଢାବା ନିକଟରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୪୨ହଜାର ୪୬୦ଟଙ୍କା ଛଡାଇ ନେଇଥିବା ଓଡଗାଁ ଥାନରେ ଅଭିଯୋଗ ହୋଇଛି । ୪୧/୧୯ରେ ମାମଲା ରୁଜୁକରି ଓଡଗାଁ…