Sign in
Sign in
Recover your password.
A password will be e-mailed to you.
ଘରେ ଅନ୍ଧାର, ପିଇବାକୁ ପାଣି ନାହିଁ
ପାନୀୟ ଜଳ ଓ ବିଦ୍ୟୁତ ଆଲୋକର ସମସ୍ୟା ଘେରରେ ରହିଛି ଆଦିବାସୀ ଅଧ୍ୟୁଷିତ ଲାଲୁସାହି ଗ୍ରାମ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧୁ୍ୟଷିତ ପାହାଡ ଘେରା ଜଙ୍ଗଲ ଅଞ୍ଚଳରେ ଏବଂ ଅଞ୍ଚଳବାସୀଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ…
ନହଲେ ପେ ଦହଲା : ନବୀନଙ୍କ ମାଷ୍ଟର ଷ୍ଟ୍ରୋକ !
ଭୁବନେଶ୍ୱର : ଗତକାଲି ଦାମ ବାବୁ ବିଜେପିରେ ଯୋଗ ଦେବା ପରେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଥିବା ବୈଜୟନ୍ତ କହିଥିଲେ ଯେ ପ୍ରଥମ ବଳରେ ଛକ୍କା ବାଜିଛି | ତାର ଆଜି ଜବାବ ଦେବାକୁ ଯାଉଛନ୍ତି ସଂଖପତି | ପୁରା ନହଲେ ପେ ଦହଲା | ବିଜେଡି ଫେରିବେ ବିଜୁଙ୍କ ପ୍ରିୟ ଚେଲା ଦିଲ୍ଲୀପ ରାୟ | ଆଜି ନବୀନ…
ବିଜେଡିରେ ଯୋଗଦେଲେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ବିଧାୟକଙ୍କ ସମେତ ୨ ହଜାରରୁ ଉର୍ଧ୍ଵ କର୍ମୀ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରିଆ, ଉଦଳା ଓ ଯଶିପୁର ନିର୍ବାଚନ ମଣ୍ଡଳିର ୨୦୦୦ରୁ ଉଦ୍ଧ୍ୱର୍ ନେତା, କର୍ମୀଙ୍କ ସମେତ ଓଡ଼ିଶା ମଜଦୁର କିଶାନ ପରିଷଦର ଶତାଧିକ…
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା କୋରେଇ ଟିକେଟ ପାଇଁ ପ୍ରମୁଖ ଦାବିଦାର ।
ବ୍ୟାସନଗର: (ଜୟଶଙ୍କର ଦାଶ)ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଣ୍ଡା କୋରାଇ ରାଜନୀତିରେ ପୁରୁଣା ମୁହଁ । ଦୀର୍ଘ ପଚିଶ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୭୬ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ନିରଳସ…
ବିଜେପି ମଣ୍ଡଳ ଉପସଭାପତିଙ୍କ ପରଲୋକ
ବ୍ୟାସନଗର:(ଜୟଶଙ୍କର ଦାଶ): ବିଜେପି ବ୍ୟାସଦେବ ଉପ-ସଭାପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ବ୍ୟାସନଗର କଲେଜ ଛାତ୍ର ଛାତ୍ରୀଙ୍କୁ ୧୯୮୩ ମସିହା ଠାରୁ ରାଜନୀତି କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ବହୁ ଛାତ୍ରନେତା…
ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀ ନିୟମାବଳୀ ଅନୁସରଣ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ
ଯାଜପୁର/ Jayshankar Dash : ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନ କମିଶନ ନିୟମାବଳୀ ଓ ଆଚରଣବିଧି ଧାର୍ଯ୍ୟ କରିଚ୍ଥନ୍ତି । ପ୍ରାର୍ଥୀମାନେ ସେହି ଆଚରଣ ବିଧି ଓ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ …
ଉତ୍କଳ ଦିବସର ବିଭିନ୍ନ ପ୍ରତିଯୋଗିତା ମାର୍ଚ୍ଚ ୨୫ ରେ ।
ଯାଜପୁର(ଜୟଶଙ୍କର ଦାଶ) :ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଚଳିତ ମାସ ୨୫ ତାରିଖରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୮ ଘଟିକା ସମୟରେ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ ଓ…
ତିର୍ତ୍ତୋଲରେ ବୃଦ୍ଧି ପାଉଛି ଚୋରି :ନେହେରୁ ହାଟ,ଶାରଳା ହାଟରେ ରାତ୍ରି ପେଟ୍ରୋଲିଂ ଦାବି
ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ରାତ୍ରି ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି।ଯାହାକି ଏଇ କିଛି ଦିନ ପୂର୍ବେ ତିର୍ତ୍ତୋଲ ନେହେରୁ ହାଟ ମଧ୍ୟରେ ଥିବା ଟୁନିଲତା ସାହୁଙ୍କର ଦୋକାନକୁ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଦୋକାନରୁ ନଗଦ ଟଙ୍କା…
ଲୁହରେ ଭିଜିଲା ନିଲାଥର : ତଦନ୍ତ ଆରମ୍ଭ ପରେ ଜଳିଲା ଜୁଇ
ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ନିଲାଥର ଗ୍ରାମ ରେ ଗତକାଲି ଆତ୍ମହତ୍ୟା କରିଥିବା ଚୈତରାମ ଭାଟ ଙ୍କ ୧୬ବଷ'ର ନାବାଳିକା ଝିଅ ଗିତାଞଲି ର ଶବ ଗାଁ ଦାଣ୍ଡରେ ରଖି ଗ୍ରାମବାସୀ ମାନେ ରାତିସାରା ଜଗି ରହିଥିଲେ। ସକାଲେ ପାଇକମାଲ ଥାନା ଅଧିକାରୀ…
ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ
ଏଠି ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!!
ବଦଳିବ ସମୀକରଣ, ନୂଆ ମୁହଁ ସପକ୍ଷରେ ସବୁ ଦଳ
ବାରିପଦା
ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର…