୮  ରାଉଣ୍ଡ ପରେ  ରୀତା ୫୨୦୦୦ ଭୋଟ ଆଗରେ 

0 2

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତ ଗଣନା।  ଅଷ୍ଟମ  ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ 20 507 ଖଣ୍ଡ କଂଗ୍ରେସ ପ୍ରାର୍ଥୀ , 2777  ଖଣ୍ଡ ଓ ବିଜେଡି ପ୍ରାର୍ଥୀ ଙ୍କୁ 72 552 ଖଣ୍ଡ ଭୋଟ ମିଳିଛି । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ପ୍ରାୟ 52 ହଜାରରୁ ଉର୍ଧ୍ବ ଭୋଟରେ ଆଗୁଆ ଅଛନ୍ତି ।।।

Leave A Reply

Your email address will not be published.