Sign in
Sign in
Recover your password.
A password will be e-mailed to you.
ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଲୋକସଭା ଓ ୨୨ ବିଧାନସଭା ଆସନ
ବରଗଡରୁ ଲଢ଼ିବେ ସୁରେଶ ପୂଜାରୀ, ବାଡ଼ ପଡିଲେ ସୁବାଷ ଚୌହାନ
ପୁରୀରୁ ଲଢ଼ିବେ ସମ୍ବିତ, କଳାହାଣ୍ଡିରୁ ବସନ୍ତ, କୋରାପୁଟରୁ ଜୟରାମ
ଭୁବନେଶ୍ୱର : ବିଜେପି ତାର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି | ଏଥିରେ ୫ ଲୋକସଭା ଓ ୨୨ ବିଧାନସଭା ଆସନ ପାଇଁ ପ୍ରାଥୀଙ୍କ ନାମ…
ସତ୍ୟବାଦୀରୁ ପ୍ରସାଦ, ଜଟଣୀରୁ ସୁର, ଆନନ୍ଦପୁରରୁ ଜୟଦେବ, ଜଗତସିଂପୁରରୁ ଚିରଞ୍ଜୀବ
ବଲାଙ୍ଗୀରରୁ ସମରେନ୍ଦ୍ର ଓ କୋରାପୁଟରୁ ସପ୍ତଗିରି ସାଂସଦ ପ୍ରାର୍ଥୀ
ଶେଷରେ ବିଧାୟକ ପ୍ରଫୁଲ୍ଲ,ଚନ୍ଦ୍ରଶେଖର, ସୂର୍ଯ୍ୟ, ଦେବେନ୍ଦ୍ର, ଅଂଶୁମାନ, କୈଳାସଙ୍କୁ ଟିକଟ ମିଳିଲା, କଟିପାରନ୍ତି ଜାକବ
ଭୁବନେଶ୍ୱର: କଂଗ୍ରେସ ତରଫର ପ୍ରକାଶ ପାଇଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦୁଇ…
ୟାସିନ ମଲ୍ଲିକର ଜେକେଏଲଏଫ ବ୍ୟାନ
ନୂଆଦିଲ୍ଲୀ : ଆତଙ୍କବାଦୀ ନିରୋଧୀ ଆଇନର ଧାରା ୩ ଅନ୍ତର୍ଗତ କେନ୍ଦ୍ର ସରକାର ହୁରିୟାତ ନେତା ୟାସିନ ମଲ୍ଲିକର ଜେକେଏଲଏଫ ସଙ୍ଗଠନକୁ ବ୍ୟାନ କରିଛନ୍ତି | କାଶ୍ମୀରରେ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଏହି ଗୁରୁତ୍ୱପୂର୍ଣ…
ସୁନ୍ଦରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ, ଅଜଣା ଶବ ହୋଇ ପଡିଛନ୍ତି | (Pls share as much as possible…
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ମାର୍ଚ୍ଚ ୧୬ ତାରିଖରେ ସୁନ୍ଦରଗଡ ହସ୍ପିଟାଲକୁ ଚିକିତ୍ସା ହେବାକୁ ଆସିଥିଲେ ଶିବ ଦାସ (୩୦) | ଡାକ୍ତରଖାନା ରେଜିଷ୍ଟାରରେ ତାଙ୍କ ବାପାଙ୍କ ନାମ ଶଙ୍କର ଦାସ ବୋଲି ଲେଖା ଯାଇଛି | ଚିକିତ୍ସା ସତ୍ତ୍ୱେ ତାଙ୍କ ଦେହାନ୍ତ ୧୯ ତାରିଖରେ ହୋଇଯାଇଥିଲା | ହେଲେ ଏବେ…
ପୋଲିସ ପକ୍ଷରୁ ଚଢାଉ : ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗୁଟ୍ଖା ଜବତ, ଦୁଇଜଣ ଗିରଫ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସକୁ ନିର୍ବାଚନ ପୂର୍ବୁର ଅପମିଶ୍ରଣ ଓ ବେଆଇନ କାମ ପାଇଁ ଗଚ୍ଚିତ ଥିବା ଲକ୍ଷାଧିକ ଟଙ୍କାର ଗୁଟ୍ଖା କାରବାରରେ ଏକ ବଡ ଧରଣର ସଫଳତା ମିଳିଛି । ଚଢାଉ ବେଳେ ପୋଲିସ ଦୁଇଟି ଜାଗାରୁ ଶତାଧିକ ବଡସାନ ଜରି ଅଖା ବ୍ୟାଗରେ ପ୍ରାୟ ୨୦…
ସୀମାନ୍ତ ଗଜପତି ଜିଲ୍ଲାରେ ହୋଲି ପର୍ବ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ଧ୍ର-ଓଡିଶା ସୀମାନ୍ତକୁ ଲାଗିରହିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ବ୍ଲକ କାଶୀନଗର ଓ ଗୋଷାଣି ବ୍ଲକରେ ରଙ୍ଗର ପର୍ବର ହୋଲିଖେଳ ଧୁମଧାମରେ ପାଳିତ ହୋଇଯାଇଛି । ଏହି ସହର ଓ ବ୍ଲକ ଅଞ୍ଚଳ ଓଡିଶା ଆନ୍ଧ୍ର…
ଖଡ଼ିଆଳ ସିଂହାସନ, କିଏ ଜିତିବ ଭୋଟରଙ୍କ ମନ
ରିତାଙ୍କୁ ସାଥ ଦେବ କି ହିତେଶଙ୍କ ଭାଗ୍ୟ
ତ୍ରିମୁଖୀ ଜାଗାରେ ଏଡାଇ ଦିଆଯାଇନପାରେ ଦ୍ଵିମୁଖୀ ସମ୍ଭାବନା
ନୂଆପଡା/ପ୍ରିୟବ୍ରତ ପଣ୍ଡା ,ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ର ଆଶା ବାନ୍ଧିଥିବା ଗୋଷ୍ଠିଙ୍କ ମନ ରେ ଉତ୍ସାହ ବିଜେପି ହାତରେ ଲଗାତାର ଦୁଇଥର ଥିବା ଏହି ଆସନ । ଏଠାରେ…
ପାଣି ଶୋଷିଲା ପରି ବାଲି ରାମ୍ପି ନେଉଛନ୍ତି ଛତିଶଗଡ଼ି ମାଫିଆ : ପ୍ରଶାସନ-ପୋଲିସ ଅଜଣା କି ଜାଣି ସିଆଣିଆ !!!
ମାଫିଆଙ୍କୁ ଧରିବାକୁ ଯାଇ ଆରଆଇ ହେଲେ ଆକ୍ରମଣର ଶିକାର, ପୋଲିସ କାର୍ଯ୍ୟାନୁଷ୍ଠାନରେ ଶୀଥିଳତା ଅଭିଯୋଗ
ସୁନ୍ଦରଗଡ଼ : ଛତିଶଗଡ଼ ଉପରମୁଣ୍ଡରେ ପାଣି ଅଟକାଇ ଓଡ଼ିଶା ଲୋକଙ୍କୁ ଅଜଣା ଆଶଙ୍କିତ ଭବିଷ୍ୟତ ଭିତରକୁ ଠେଲି ଦେଇଥିବା ବେଳେ, ଏବେ ଛତିଶଗଡ଼-ଓଡିଶା ସୀମାବର୍ତ୍ତୀ ଅଂଚଳରେ ମାତିଛନ୍ତି…
ରାଜ୍ୟରେ ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଅପଚେଷ୍ଟା ହେଉଛି : ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ,ଏସ୍ଟିଏଫ୍ ତଥା କିଛି ବରିଷ୍ଠ ଅଧିକାରୀଙ୍କ ଘରେ ବିଶେଷ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉ- ଧର୍ମେନ୍ଦ୍ର
ଓଡିଶାରେ ବିଜେଡି ଆଜି ଲୋକଙ୍କ ପାଖରେ ନାହିଁ
ଏସଟିଏଫ୍ ଅଫିସକୁ ଡାକି ରାଜନୈତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି
ବିଜେଡି ଶାସନର ନାଲି…
ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା |
ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା | ମିଲିଥିବା ତାଲିକା ଅନୁଯାୟୀ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରୋହିତ, ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂ,…