ରାୟ ବାହାରିଲା : ବିବାଦୀୟ ଜମିରେ ବିରାଯିବେ ରାମ ଲାଲା

0 2

New Delhi :  ଅଯୋଧ୍ୟାର  ବିବାଦିତ ଜମି ରାମଲାଲାଙ୍କର | ତେଣୁ ମନ୍ଦିର ସେଠାରେ ବନାଇବା ଓ ମସଜିଦ ପାଇଁ ଅଲଗା ଜମି ଦେବା ସପକ୍ଷରେ ରାୟ ଦେଲେ ସୁପ୍ରିମ କୋର୍ଟ | , ବୋର୍ଡ ଅଫ୍‌ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ ବୋଲି ସୁପ୍ରିମକୋର୍ଟ ତାଙ୍କ ଆଜି ଦେଇଥିବା ଗୁରୁତ୍ୱପୂର୍ଣ ରାୟରେ ଉଲ୍ଲେଖ କରିଛନ୍ତି |

” ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ। ବାବ୍ରି ମସ୍‌ଜିଦ୍‌ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା।  ଏହା ତଳେ ହିନ୍ଦୁମାନଙ୍କର ନିର୍ମିତ କୌଣସି ଢାଞ୍ଚା ରହିଛି ବୋଲି ପ୍ରତ୍ନତତ୍ତ୍ୱକ ପ୍ରମାଣ ମିଳୁଛି। ଜମି ମାଲିକାନା କେବଳ ଆଇନଗତ ପ୍ରମାଣ ଆଧାରରେ ଫଏସଲା କରିହେବ  ବୋଲି ବୋଲି ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି | |

Leave A Reply

Your email address will not be published.