ବରଗଡ :- ବରଗଡ ଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ମକରଧଜ ବର୍ଗେ ଙ୍କର ପ୍ରାୟକ୍ଷ ତତ୍ୱବାଧାନରେ ଆଜି ଏକ ଅବକାରୀ ଟିମ ପଦ୍ମପୁର ରାଜପଡାର ଏକ ଘରେ ଚଢ଼ାଉ କରି 83 ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ଜଣେ ମହିଳା ସମେତ ରହଦେଵ କୁମ୍ଭାର , ଗୋବିନ୍ଦ ପୋଢ଼ ,ଓ ରାମ ତାଣ୍ଡି ନାମକ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉ ରେ ସବ ଇନ୍ସପେକ୍ଟର ଶ୍ରୀ ହେମକାନ୍ତ ସୁନା , ଆସି ଶ୍ରୀ ନନ୍ଦ କିଶୋର ପ୍ରଧାନ , ବିରେନ୍ଦ୍ର ପାନା, କେନାଲୁ ଭୋଇ , ମୁକେଶ ବିଶ୍ୱାଳ , ତରକାନ୍ତି ଭୁଏ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.