Sign in
Sign in
Recover your password.
A password will be e-mailed to you.
SOA TO HOST VIKRAM SARABHAI CENTENARY CELEBRATION FROM NOVEMBER 17-20
Bhubaneswar, (SPB): Several hundred school and college students are expected to attend the 4-day Vikram Sarabhai Birth Centenary celebration program which is being held at the SOA Deemed to be University here from November 17 next.
The…
ବିଶ୍ୱ ମଧୁମେହ ଦିବସରେ ସଚେତନତା କାର୍ଯକ୍ରମ
ବରଗଡ :- ଅସନ୍ତୁଳିତ ଖାଦ୍ୟପେୟ, ଚାପଗ୍ରସ୍ତ ଜୀବନ ଓ ଜୀବନଚର୍ଯ୍ୟା ଆଜି ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ । ଏହି ରୋଗରୁ ଦୁରେଇ ରହିବା ପାଇଁ କିମ୍ବା ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ରୋଗୀ ମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ଏହି ବାବଦରେ ଆଜି ବିଶ୍ୱ…
ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ଲ୍ୟାଣ୍ଡମାଇନ ଉଦ୍ଧାର
ରାୟଗଡ(ସରୋଜ ସାହୁ): ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତି ଅଂଚଳର ଆମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲୁଥିବା ଖବର ପାଇ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ଏସଓଜି ଓ ଡିଭିଏଫ ଯବାନ ମାନେ ଜଙ୍ଗଲ ଆଡକୁ କୁମ୍ବିଂ…
ଜୟ ଓଡିଶା ପକ୍ଷରୁ ବସ୍ତି ଶିଶୁଙ୍କ ଗହଣରେ ନିଆରା ଶିଶୁ ଦିବସ
ଭୁବନେଶ୍ୱର: ରାଜଧାନୀର ଜଣାଶୁଣା ସାମାଜିକ ତଥା ସ୍ବେଛାସେବୀ ସଂଗଠନ "ଜୟ ଓଡ଼ିଶା" ପକ୍ଷରୁ ଆଜି ନିଆରା ଢଙ୍ଗରେ ବିଭିନ୍ନ ବସ୍ତି ଅଂଚଳରେ ପାଳିତ ହୋଇଯାଇଛି ଶିଶୁ ଦିବସ | ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହରର ୭ଟି ବସ୍ତି ଅଞ୍ଚଳରେ ପହଞ୍ଚି ପାଖାପାଖି ୫୦୦ ଶିଶୁଙ୍କ ସହ ମିଶି ଶିଶୁ…
ଅନ୍ତର୍ନିହିତ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଆମର ଲକ୍ଷ୍ୟ : ମନ୍ତ୍ରୀ ଶ୍ରୀମତୀ ସାହୁ
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୧୯'
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଶୈଶବର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶା ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛିା ଏହି ପ୍ରତିଭାର…
ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ
padmapur; ଆଜି ନଭେମ୍ବର ୧୪ ତାରିଖରେ ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଯୁବ ସଙ୍ଘର୍ଷ ସମିତି ର ବରଗଡ଼ ଜିଲ୍ଲା ସଭାପତି ତଥା ଉକ୍ତ ବିଦ୍ଯାଳୟ ର ପୂର୍ବତନ ଛାତ୍ର ଶ୍ରୀ ପୌଲସ୍ତ୍ୟ ସାହା ମୂଖ୍ଯ ଅତିଥି ଭାବେ…
ଝଟକା : ଭାରତର ଆର୍ଥିକ ଅଭିବୃଦ୍ଧି ହାର କମାଇଲା ମୁଡିଜ
ନୂଆଦିଲ୍ଲୀ : ଭାରତର ଆର୍ଥିକ ବ୍ୟବସ୍ଥା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମୋଦି ସରକାରକୁ ଆଉ ଗୋଟେ ଝଟକା ଦେଇଛି ମୁଡିଜ | ପୂର୍ବରୁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୫.୮% ରହିବ ବୋଲି କହିଥିବା ମୋଡିଜ ଇନଭେଷ୍ଟର ସର୍ଭିସେସ ତାକୁ କମାଇ ୫.୬% ରହିବ ବୋଲି ଆଜି କହିଛି | ମୁଡିଜ…
ପ୍ରଦେଶ କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ
ଭୁବନେଶ୍ୱର (Shasak Prashasak) - ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ…
୩୯ ତମ ଭକ୍ତି ସଙ୍ଗୀତ ସମାରୋହ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ଆନୁକୁଲ୍ୟରେ ୩୯ତମ ଭକ୍ତି ସଙ୍ଗୀତ ସମାରୋହ-୨୦୧୯ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଉଦ୍ ଘାଟନ କରିଥିଲେ । …