ବର୍ଷା ଯୋଗୁଁ ଧନୁଯାତ୍ରା ମହୋତ୍ସବ ସ୍ଥଗିତ,ଆସନ୍ତା କାଲି ଉଦଯାପିତ ହେବ

0

ପଦ୍ମପୁର,(ଶାସକ ପ୍ରଶାସକ)  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ଉଦଯାପିତ ଦିନ ଥିଲା । କିନ୍ତୁ ବର୍ଷା ଯୋଗୁଁ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇପାରି ନାହିଁ । ଆସନ୍ତା ଶୁକ୍ରବାର ଦିନ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସ ଉଦଯାପିତ ହେବ ବୋଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.