ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସାରା ରାଜ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିଅନ ତରଫରୁ ମଇ 1 ତାରିଖ କୁ ପ୍ରତିବାଦ ଦିଵସ ଭାବରେ ପାଳନ କରୁଥିବା ବେଳେ ବରଗଡ଼ ସାମ୍ବାଦିକ ସଂଘ ପଦ୍ମପୁର ୟୁନିଟ୍ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପ୍ରତିବାଦ ଦିବସ ପାଲିତ ହୋଇଥିବା ବେଳେ ଆଜି ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ହେମସାଗର ଭୋଇ ଙ୍କୁ ପେନସନ, ପ୍ରୋଟେକ୍ସନ୍ଓ ଆକ୍ରିଡେଶନ ସମେତ ୫ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ୍ ସଂଯୋଜକ ସୁଦାମ ପଧାନ,ବିଷ୍ଣୁ ପ୍ରସାଦ ବାଜପେୟୀ, ନୀଳକଣ୍ଠ ଦୀପ, କିରଟି ସାହୁ ଅଲ୍, ଅଶ୍ୱିନୀ ଧରୂଆ, ସୋମେଶ ମହାନ୍ତି, ଡିଲେଶ୍ୱର୍ ବାଗ୍, ଦେବାଶିଷ ପଟ୍ଟନାୟକ,ଶିବାଶିଷ ପଟ୍ଟନାୟକ, ନୀଳାମ୍ବର ଦୀପ ପ୍ରମୁଖ ଯୋଗଦେଇ ଦାବି ପତ୍ର ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.