୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା: କେନ୍ଦୁଝର କ୍ରୀଡ଼ାବିତଙ୍କ ଅପୂର୍ବ ସଫଳତା

 କେନ୍ଦୁଝର,ତା୨/୧- କଟକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାର ଖେଳାଳି ମାନେ ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୯ଟି ସ୍ବର୍ଣ୍ଣ,୧୧ଟି ରୌପ୍ୟ ଓ ସମାନ ସଂଖ୍ୟକ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରାବାନ୍ୱିତ…

ନୂତନ ବର୍ଷରେ ଅଘଟଣ ; ସଡ଼କ ଦୁର୍ଘଟଣାରେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ଅକାଳ ବିୟୋଗ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା ଅବସରରେ ଚାରି ଆଡ଼େ ଖୁସିର ମାହୋଲ୍ ଚାଲିଥିବା ବେଳେ ବର୍ଷର ପ୍ରଥମ ଦୀନ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ବେଲଗୁଣ୍ଠା ଅଞ୍ଚଳର ଜଣେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ଘଟଣା…

ନୂଆବର୍ଷରେ ଆୟ ବହିର୍ଭୁତ ସମ୍ପତ୍ତି ଲାଗି ଜେଲ ଗଲେ ପଂଚାୟତ ନିର୍ବାହୀ ଅଧିକାରୀ।

 କେନ୍ଦୁଝର,ତା୨/୧- ଠିକ ନୂଆ ବର୍ଷର ଅବ୍ୟବହିତି ପୂର୍ବରୁ ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଲାଗି ଧରିଥିଲା। ଶ୍ରୀ ଜେନାଙ୍କ ଯେତେକି ରୋଜଗାର ତାଠାରୁ ୧୩୯% ଅଧିକ ସମ୍ପତ୍ତି ରଖିଥିଲେ। ଏସବୁ କୁଆଡୁ କେମିତି…

ଶ୍ରୀଜୀଉଙ୍କୁ ଦର୍ଶନ କଲେ ନୂଆ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ

ପୁରୀ,୧/୧,(ଅନିମେଶ ପଟ୍ଟନାୟକ): ଓଡିଶାର ନୂଆ ମୁଖ୍ଯ ଶାସନ ସଚିବ ଭାବେ ଆଇଏଏସ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିବା ପରେ ନବବର୍ଷରେ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି  । ଶ୍ରୀମତୀ ଗର୍ଗ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ତାଙ୍କୁ…

ନିଆରା ଢଙ୍ଗରେ ନୂଆବର୍ଷ ପାଳିତ; ଶିକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ପୁରୀ,୧/୧ (ଅନିମେଶ ପଟ୍ଟନାୟକ) : ନିଆରା ଢଙ୍ଗରେ ନୂଆବର୍ଷ ପାଳନ କଲେ ବଳିଆପଣ୍ଡା ସ୍ଥିତ ଏକଲବ୍ଯ ପାଠଶାଳାର ଛାତ୍ରଛାତ୍ରୀ ।  ବସ୍ତି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଘର ଘର ବୁଲି ସଚେତନତା ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ । ସାମାଜିକ ଅନୁଷ୍ଠାନ "ଦି ବେଲ" ପକ୍ଷରୁ ଏହି ସଂକଳ୍ପ ଯାତ୍ରା…

କୃଷ୍ଣାଞ୍ଜନପୁର ଗ୍ରାମବାସୀଙ୍କ ସହ ଭାବବିନିମୟ କଲେ ରାଜ୍ୟପାଳ

ମହିଳା ଉଦ୍ୟୋଗପତି ହେଵା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ ପୁରୀ,୧/୧ (ଅନିମେଶ ପଟ୍ଟନାୟକ ): ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୃଷ୍ଣାଞ୍ଜନପୁର ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ଭାବ…

କଟକରେ ମୋକିମ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ପୋର୍ଟସ କ୍ରାନିଭାଲ ଆୟୋଜିତ

କଟକ, ତା ୦୧/୦୧- କଟକ ସହରର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋକିମ ଫାଉଣ୍ଡେସନ ପକ୍ଷରୁ ଏକ ଭବ୍ୟ "ମେଗା ସ୍ପୋର୍ଟସ କ୍ରାନିଭାଲ" ଆୟୋଜିତ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ଏହି କ୍ରୀଡ଼ା ମହୋତ୍ସବ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ…

ନୂଆବର୍ଷ ଉପଲକ୍ଷେ ପିର ଯାହାନିଆଁ ପୀଠ ରେ ହଜାର ହଜାର ପର୍ଯ୍ୟଟକ l

ଅସ୍ତରଙ୍ଗ:  ଓଡିଶା ର ସବୁଠାରୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରୁଥୁବା ପୂରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ନୂଆ ବର୍ଷ ଉପ ଲକ୍ଷେ, ହଜାର ହଜାର ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ମିଳିଛି l କେହି ବେଳାଭୂମିରେ ସମୁଦ୍ର ର ଲହଡି ଭାଙ୍ଗି ମଜା ନେଉଥିବା ବେଳେ, କେହି…

ନୁଆଁ ବର୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ଜିଲ୍ଲାପାଳ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ନୁଆଁ ବର୍ଷ ଅବସରରେ ଆଜି ପୂର୍ବାହ୍ନ ୧୧ ଟାରେ ଜିଲ୍ଲାପାଳ ରଘୁରାମ ଆର ଆୟର ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।…

ହରିହର ନଗରରେ ବିଶ୍ଵ ଶାନ୍ତି ଯଜ୍ଞ ଓ ସ୍ଵାସ୍ଥ୍ୟ ଶିବିର

ଆଜି ପବିତ୍ର ନବବର୍ଷ ଉପଲକ୍ଷେ ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିରରେ ନବ ବର୍ଷରେ ବିଶ୍ଵ ଶାନ୍ତି ପାଇଁ ମହାନାମ ସଙ୍କୀର୍ତ୍ତନ, ଯଜ୍ଞ,ହରିହରଙ୍କୁ ଅଭିଷେକ, ପ୍ରସାଦ ସେବନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା,…