କ୍ରିଷ୍ଣା କପ୍ କ୍ରିକେଟ: ବୁଧାପାଲି ସେମିରେ

ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ଚତୁର୍ଥ ଦିନରେ ବୁଧାପାଲି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ବୁଧାପାଲି ଦଳ ବନୁପାଲି ଦଳକୁ ପରାସ୍ତ କରି ଏବଂ ଦ୍ବିତୀୟ ମ୍ୟାଚରେ…

ଛିନ୍ଦେଇକେଲା କପ କ୍ରିକେଟ:ଷ୍ଟୁଡେଣ୍ଟ ୟୁନାଇଟେଡ ଜାମସେଦପୁର ସେମି ଫାଇନାଲରେ  ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର  ଦିନ ପଞ୍ଚମ ଦିବସ ଥିଲା। ମୁଖ୍ୟ…

ରାଜ୍ୟସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଗଜପତି ଜିଲ୍ଲାର ଛାତ୍ର କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ଛଅଟି ଉଚ୍ଚ ବିଦ୍ୟାଳୟର ଛଅଟି ପ୍ରକଳ୍ପ ଶିକ୍ଷକ, ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଆନୁକୁଲ୍ୟରେ…

ବିଧାୟକ ପ୍ରଦୀପ ଅମାତଙ୍କ ସହିତ ଅଲିଭା ମହାସଂଘ ର ବୈଠକ 

ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ଓ ଅଲିଭା ମହାସଂଘ , ହରଭଙ୍ଗା ମିଳିତ  ତରଫରୁ ଦି ହଙ୍ଗର୍ ପ୍ରୋଜେକ୍ଟ ଇଣ୍ଡିଆ , ନିୟୁ ଦିଲ୍ଲୀ ର ସହାୟତାରେ ସରସରା ଠାରେ ସ୍ଥାନୀୟ ବୌଦ୍ଧ ର ବିଧାୟକ ଶ୍ରୀଯୁକ୍ତ…

ବଦଳିଲେ ଶ୍ରମ କମିଶନର : ନିରଞ୍ଜନ ଗଲେ, ଆସିଲେ ତିରୁମାଲା

 ନିରଞ୍ଜନ ହେଲେ ଉତ୍ତରାଞ୍ଚଲ ଆରଡିସି :ସୁଶାନ୍ତ ମହାପାତ୍ରଙ୍କୁ ମାହାଲ ନିର୍ଦ୍ଦେଶକ ଦାୟିତ୍ୱ   Bhubaneswar/SPB: ରାଜ୍ୟ ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଶ୍ରମ କମିଶନର ଥିବା  ନିରଞ୍ଜନ ସାହୁ ବଦଳି କରି ତାଙ୍କ ସ୍ଥାନରେ ଏନ ତିରୁମାଲା ନାୟକଙ୍କୁ ଶ୍ରମ କମିଶନର…

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ମାଳି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଉଦଳା ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟର ମାଳି ଉଦ୍ଧବ ଚନ୍ଦ୍ର ବେହେରାଙ୍କ କପ୍ତିପଦା ବାସଭବନ ସହ ବଡ୍ଆମପଦା ଫାର୍ମହାଉସ, ନୁଦଡିହାର ଜାମବଣୀ ଠାରେ ଥିବା ଶ୍ବଶୁର ଘର, ଉଦଳା ଉଦ୍ୟାନ କୃଷି କାର୍ୟାଳୟରେ ଆଜି  ଭିଜିଲାନ୍ସ ପକ୍ଷରୁ ଏକକାଳୀନ…

ଜମିଲା ଚଇତି, ଝୁମିଲେ ଦର୍ଶକ 

ଲୋକ ମହୋତ୍ସବ ଚଇତିର ପ୍ରଥମ ସନ୍ଧ୍ୟା : ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ଚଇତି ମଣ୍ଡପ ଭିନ୍ନତା ମଧ୍ୟରେ ଏକତାର ବାର୍ତା ବାହକ ହୋଇପାରିଛି ଲୋକ ମହୋତ୍ସବ ଚଇତି   ରାୟଗଡା (ସରୋଜ କୁମାର ସାହୁ) :  ରାୟଗଡର ଲୋକ ମହୋତ୍ସବ ଚଇତି ୨୦୧୯ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ…

ପାଗ ସାଜିଲା ବଇରି :  ଉପରାଷ୍ଟ୍ରପତି ଆସିପାରିଲେନି, ରାଜ୍ୟପାଳ କଲେ ବିପିସିଏଲ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ

 ବଲାଙ୍ଗୀର : ( ନିରୋଜ କୁମାର ମିଶ୍ର ଓ ସନ୍ତୋଷ କୁମାର ଠାକୁର )  ଆଜି ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ବଲାଙ୍ଗୀରଠାରେ ବିପିସିଏଲ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦେଶ୍ୟ ରେ ସମର୍ପଣ ଅରିବାର ଥିଲା |  ହେଲେ ଖରାପ ପାଣିପାଗ ଯୋଗୁଁ ରାଇପୁରରେ ବିମାନବନ୍ଦର ରେ ୨…

୪ରୁ ଶିଶିର ସରସ ଜାତୀୟ ମେଳା

ମିନି ଇଣ୍ଡିଆ ବଜାର ସୃଷ୍ଟି କରିବ ଶିଶିର ସରସ,ସାମିଲ ହେବେ ୨୫ ରାଜ୍ୟ  ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦ଟି ଷ୍ଟଲ  ୧୧ ଦିନ ଧରି ପ୍ରଦର୍ଶନୀ ପଡିଆରେ ଚାଲିବ ଏହି ମେଳା ମେଳା ପରିସର ରହିବ  ପ୍ଲାଷ୍ଟିକ-ପଲିଥିନ ମୁକ୍ତ ଭୁବନେଶ୍ୱର(ଶାସକ ପ୍ରଶାସକ):…