Sign in
Sign in
Recover your password.
A password will be e-mailed to you.
କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଆନୁକୂଲ୍ୟରେ କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ଜୟନ୍ତୀ ଦୋଳ ଉତ୍ସବ ମଣ୍ଡପ ଠାରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ…
ଜାତୀୟ ଯୁବ ଦିବସ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି "ଜାତୀୟ ଯୁବ ଦିବସ ବା ସ୍ବାମୀ ବିବେକାନନ୍ଦ "ଙ୍କ ୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁବାସ…
ଆରମ୍ଭ ହେବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ରାଜୁତି
ତାଲପାଲି ପାଲଟିବା ମଥୁରା, ଖୁଣ୍ଟପାଲି ସାଜିବ ଗୋପପୁର
ଜଣାଶୁଣା ମଂଚ କଳାକାର କଳାକାହ୍ନୁଙ୍କୁ କଂସ ଭାବେ କରାଗଲା ବରଣ
ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୬ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ସଂପୂର୍ଣ୍ଣ ହୋଇଯାଇଛି । ପୁଣି…
ମିଠାପାଲି ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ବୈଠକ
ପଦ୍ମପୁର,: ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ଏକ ସଭା ଗୁରୁଣ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କାହ୍ନୁ ବାଗ ସଭାପତିତ୍ବ କରିଥିବା ବେଳେ ସଭାରେ ପାଞ୍ଚୟତ ସ୍ତରୀୟ ନୁତନ କର୍ମକର୍ତ୍ତା ମନୋନୀତ ଓ ବାର୍ଷିକ ଆୟ ବ୍ଯୟ ଉପସ୍ଥାପନ କରିଥିଲେ । ମିଠାପାଲି…
ଅନୁଭୂତି ଆଉ ଅନୁଭବ ହାସଲ ସହ ଭାବନାର ଆଦାନ ପ୍ରଦାନ ପାଇଁ ଏକ୍ସ ପୋଜର ଭିଜିଟ
ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ ଙ୍କ ନେତୃତ୍ଵରେ ଏକ୍ସ ପୋଜର ଟିମ୍ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମଣି ପୁର ଓ ଉରେଇଦାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନରେ ଯାଇଥିଲେ । ଏଥିରେ ପାଇକମାଲ ବ୍ଳକ ର ୧୫ ଟି କ୍ଲଷ୍ଟର ୧୫ ଜଣ…
ସର୍ବ ଭାରତୀୟ ବୋଡାସମ୍ବର କପ କ୍ରିକେଟ: ସେମିରେ ସେଲ ରାଞ୍ଚି
ସୋମବାର ଦିନ ସୋଲାର କଟକକୁ ଭେଟିବା ୟୁନିୟନ ସ୍ପୋର୍ଟିଂ
ପଦ୍ମପୁର(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ…
ସୁପର-୩୦ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଆକାଂକ୍ଷା ଆସପିରେସନାଲ ଜିଲ୍ଲାର ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା
ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଭିନବ ପରିକଳ୍ପନାକୁ ପ୍ରଭାରୀଙ୍କ ଭୁୟସୀ ପ୍ରସଂଶା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତ ସରକାରଙ୍କ ଆକାଂକ୍ଷା ଏସପିରେସନାଲ ଜିଲ୍ଲା ଭାବେ ସାମିଲ ହେବା ପରେ ଜିଲ୍ଲାରେ କଣ ସବୁ କାର୍ଯ୍ୟକ୍ରମ ଚାଲିଛି , ତାହା ଅନୁଧ୍ୟାନ କରିବା…
ସଚେତନତା ହିଁ ଦୁର୍ଘଟଣା ରୋକିପାରିବ : ମନ୍ତ୍ରୀ ପଦ୍ମନାଭ ବେହେରା ।
ସଡକ ସୁରକ୍ଷା ସଚେତନତା ସପ୍ତାହ
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆଜି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଥାନା ପରିସରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ …
ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ମୃତ, ଜଣେ ଛୋଟ ଛୁଆ ସହ ଆଉ ଜଣେ ଆହତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ସୁବଳୟା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏକତାଲା ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଏକ ମୃତ । ସୂଚନା ଅନୁସାରେ ସୁବଳୟା ଥାନା ଆମ୍ବଶର ଭଟ୍ଟା ଗ୍ରାମର ଦିଲ୍ଲୀପ ଲୁହା( ୩୫)…
ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶୋଇ ଥାନା ଅନ୍ତର୍ଗତ ମଣଦା ଛକ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପାର୍ଶ୍ଵ ବନ୍ଧ ନିକଟରେ ସ୍ଥାନୀୟ ଅଞ୍ଚଳର ଏକ ଯୁବକର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଆଜି ସକାଳ ସମୟରେ ଗ୍ରାମବାସୀମାନେ ଦେଖିବାକୁ ପାଇଁ ବିଶୋଇ ଥାନାକୁ ଖବର…