Sign in
Sign in
Recover your password.
A password will be e-mailed to you.
187 ଦିନ ହେଲା ତୀରଙ୍ଗା ସହ ବୁଲୁଛନ୍ତି ସତ୍ୟବ୍ରତ
ସିନାପାଲି ରୁ ନିରାକାର ମେହେର : ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରଦାନ ଦାବି ରେ ଜଗତସିଂହପୁର ଜିଲ୍ଲା ବାଳିକୁଣ୍ଡା ବ୍ଲକ ଭଗବାନ ସିନଦୋଳ ଗାଁ ର ସତ୍ୟବ୍ରତ ଦାସ (29)2019ଜୁଲାଇ 10ତାରିଖ ରୁ ତ୍ରିରଙ୍ଗା ଧରି 314 ବ୍ଲକ କୁ ପଦଯାତ୍ରା ଆରମ୍ଭ କରିଥିଲେ !ଏହି ପଦଯାତ୍ରା ଆଜି 187ଦିନ…
ଓବିସି କମିଶନର କାହିଁକି ନିଯୁକ୍ତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ:ବିଜେପି
ଭୁବନେଶ୍ୱର(ଶାସକ ପ୍ରଶାସକ): ଏବେ ରାଜ୍ୟ ସରକାର ଜନଗଣନା ସହିତ ଆର୍ଥୀକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ରାଜ୍ୟରେ କ୍ଷମତାକୁ ଆସିବାର ୨୦ ବର୍ଷ ପରେ ଏବେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ବିକାଶ କଥା…
“କା” ସମର୍ଥନରେ ବିଜେପି ଯୁବମୋର୍ଚ୍ଚାର ମାନବ ଶୃଙ୍ଖଳ
"କା" ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା ଯୁବମୋର୍ଚ୍ଚା
ଭୂବନେଶ୍ୱର,(ଶାସକ ପ୍ରଶାସକ): ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ । ଦେଶ ବିଭାଜନ ସମୟରେ ତକ୍ରାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି…
ସର୍ବ ଭାରତୀୟ ବୋଡାସମ୍ବର କପ କ୍ରିକେଟ: ୟୁନିୟନ ସ୍ପୋର୍ଟିଂ କଟକ ସେମିରେ
ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଂ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ସୋମବାର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହୋଇଥିବ ପୁଲ ଏ ର ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ…
ଗୁଣି ଗାରେଡି ସନ୍ଦେହ: ପୁଣି ଏକ ମୁଣ୍ଡ ଗଡ଼ିଲା
ବାରିପଦା(ଦିଲ୍ଲୀପ ମହାନ୍ତି )--: ଆଜିର ସମାଜରେ ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ସେହି ଅନୁସାରେ ସମୟ ସହିତ ତାଳଦେଇ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଜନସାଧାରଣଙ୍କ ମୁଣ୍ଡରେ ବସାବାନ୍ଧି ରହିଛି । ମୟୂରଭଞ୍ଜ ଜିଲ୍ଲାରେ ଏହି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ପାଇଁ ପ୍ରତ୍ୟେକ ବର୍ଷ ଏକାଧିକ ମହିଳା…
ପଦ୍ମପୁର ପୋଲିସର ଚଢ଼ାଉ :25 kg ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, 3 ଅଭିଯୁକ୍ତ ଗିରଫ
ବରଗଡ :- ବିଭିନ୍ନ ପ୍ରକାରର ନିଶା ଆଜି ଯୁବ ସମାଜକୁ ପଥ ଭ୍ରଷ୍ଟ କରୁଛି । ଦିନକୁ ଦିନ ନୂଆଁ ନୂଆଁ ନିଶା ସାମଗ୍ରୀ କଳାବଜାର ରେ ପ୍ରବେଶ କରୁଥିବା ବେଳେ ପୁରୁଣା ଓ ପାରମ୍ପରିକ ନିଶା ଦ୍ରବ୍ୟ ର ଚାହିଦା ମଧ୍ୟ ବହୁ ପରିମାଣ ରେ ବଢି ଯାଇଛି । ବଜାରର ଚାହିଦା ଓ ପୋଲିସ ର ଧରପଗଡ଼ ଭିତରେ ନିଶାର…
ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।
ହରଭଙ୍ଗା / ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ସରସରା ଖେଳ ପଡ଼ିଆରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ସରସରା, ବାର୍ଷିକ କ୍ରୀଡା ପ୍ରତିଯୋଗିତା -2020ର ଉଦ୍ଘାଟନ ହେଇଛି । ଉଦଘାଟନ ଉତ୍ସବରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଏବଂ ଖେଳ ଶିକ୍ଷକ ନିରଞ୍ଜନ ବେହେରା,…
ଲାଡ଼ରେ ଷଡ଼ବଂଶୀୟ ଗୋଣ୍ଡ ସମାଜର ଜଂଘା ବଡ଼ଦେଓଙ୍କ ପୂଜା ପାଳିତ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ଠାରେ ଷଡ଼ବଂଶୀୟ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଂଘା ବଡ଼ଦେଓଙ୍କ ପୂଜା ପାଳିତ ହୋଇଯାଇଛି l ଏହି ଅବସରରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଓ ବୀରବାଦ୍ୟ ସହ ଗାଁ ପରିଭ୍ରମଣ କରିଥିଲେ l…
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀରର ଝିଅ
ପାଟଣାଗଡ଼ରୁ ସଚିନ ସାହୁ : ବଲାଙ୍ଗୀର ଜିଲ୍ଲା ସଇତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତ୍ତମା ନନ୍ଦଙ୍କ ଝିଅ ଅର୍ପିତା ନନ୍ଦ (୧୭) ଚଳିତ ବର୍ଷ ମିସ୍ ଇଣ୍ତିଆ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ଗଂଜେଇ ମାଫିଆଙ୍କୁ ଧରିବାକୁ ଯାଇ ଥାନାଧିକାରୀ ଗୁରୁତର ଆହତ
ଭାରସାମ୍ୟ ହରାଇ ପୋଲ ପାଖରେ ପାଲଟିଲା ଗାଡି, ହେଲେ ଜବତ ହେଲା ଗଂଜେଇ
ଘୁ.ଉଦୟଗିରି/Gagan Pradhan : ଗଂଜେଇ ମାଫିଆଙ୍କୁ କାବୁ କରିବାକୁ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଲେ ରାଇକିଆ ଥାନାର ଥାନାଧିକାରୀଙ୍କ ଗାଡ଼ି I ହେଲେ ଅଳ୍ପକେ ମୃତ୍ୟୁ ମୁଖର ରକ୍ଷା ପାଇଛନ୍ତି ରାଇକିଆ…