କଟକରେ ବି ସଟ ଡାଉନ,  ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ 

0

H & FW Dept ଓଡିଶା @HFWOdisha

6th COVID positive case of the State detected in Cuttack with recent travel history to Delhi.

ଭଦ୍ରକ ଓ ଭୁବନେଶ୍ୱର ପରି କଟକରେ ବି ସଟ ଡାଉନ | ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ ହୋଇଥିବା ବେଳେ ତାଙ୍କର  କେଶ ହିଷ୍ଟ୍ରୀରୁ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି | ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ବି ସଟ ଦଉନ ଲାଗୁ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି | 

Leave A Reply

Your email address will not be published.