କଳାହାଣ୍ଡିରେ ପଶିଲା କରୋନା, ଲୋକଙ୍କ ଭିତରେ ଛନକା

0 2

ଧର୍ମଗଡ/ ସୁଶାନ୍ତ ରାଉତ : ଆଉ ଗୋଟିଏ ଜିଲ୍ଲାରେ ନିଜ ଉପସ୍ଥିତି ଜାହିର କଲା କରୋନା | ଚିହ୍ନଟ ହୋଇଛନ୍ତି ରାଜ୍ୟର ୨୧ତମ କରୋନା ରୋଗୀ | କଳାହାଣ୍ଡି ଜିଲାରେ  ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ |  ଯୁବକ ଜଣକ ବାହାରିନ ଫେରନ୍ତା ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ |କଳାହାଣ୍ଡିରେ କରୋନାର ଉପସ୍ଥିତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବ ପରେ ଏବେ ଜିଲ୍ଲାବାସୀଙ୍କ ଭିତରେ ସାମାନ୍ୟ ଛନକା ପଶିଯାଇଥିବା ଜଣାପଡିଛି | 

 

Leave A Reply

Your email address will not be published.