Sign in
Sign in
Recover your password.
A password will be e-mailed to you.
ମୋ ସାଢେ ଚାରିକୋଟିର ପରିବାର ମୋ ପାଇଁ ଗୁରୁତ୍ୱପୂର୍ଣ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ)
"ପରିବାର ଆମ ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ |
ଆମେ ଚାହୁଁ ଆମ ପିଲା ମାନେ ଭଲ ପଢନ୍ତୁ |
ଆମ ଭାଇ ଓ ଭଉଣୀ ମାନେ ଭଲ ଚାକିରୀ ବା ରୋଜଗାର ପାଆନ୍ତୁ, ଆମେ ଚାହୁଁ |
ଆମେ ଚାହୁଁ ଆମ ବାପା ମା ଭଲ ସ୍ୱାସ୍ଥ୍ୟ ସେବା ପାଆନ୍ତୁ |
ମୋର ଓଡ଼ିଶାର ସାଢେ ଚାରି…
ଆନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ ମିଳି ନପାରେ ଏକାମ୍ର ହାଟ
ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଫେବୃଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବା ପର୍ଯ୍ୟଟନ ଓ…
UTKAL ALUMINA OBSERVES NATIONAL ROAD SAFETY WEEK
Bhubaneswar : Utkal Alumina International Limited (UAIL) organized the 31st National Road Safety Week from 11th January to 17th January 2020. The program was targeted at improving road safety awareness amongst all stake holders in the unit.…
ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ
ସଂପୂର୍ଣ୍ଣ ଉଚ୍ଛେଦ ହୋଇଛି ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ଦେୟ ଓ ବାର୍ଷିକ ଦେୟ
୧ ବର୍ଷରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି ପଞ୍ଜିକୃତ ଶ୍ରମିକଙ୍କ ନବୀକରଣର ଅବଧି
ପଞ୍ଜୀକୃତ ଅଣସଂଗଠିତ ଶ୍ରମିକମାନଙ୍କ ଶିକ୍ଷା ନିମନ୍ତେ ଶିକ୍ଷା ସହାୟତା ଓ ମେଧାବୀ ପିଲାଙ୍କୁ…
ଉତ୍କଳ ଆଲୁମିନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ : “ଶୂନ ଦୁର୍ଘଟଣା ହିଁ ଅବିକଳ୍ପ ଲକ୍ଷ୍ୟ …
ଭୁବନେଶ୍ୱର: ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ ୨୦୨୦ ଜାନୁଆରି ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ୟୁନିଟର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାରେ ଉନ୍ନତି ଆଣିବା ଥିଲା ଏହି କାର୍ଯ୍ୟକ୍ରମର…
କୋମଣ୍ଡ ଏବଂ ଓଡ଼ଗାଁ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ କୋମଣ୍ଡ ଏବଂ ଓଡ଼ଗାଁ ଠାରେ ଓଡ଼ଗାଁ ପୋଲିସ ସହାୟତାରେ ଓ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । କୋମଣ୍ଡ ପଲିଟେକନିକ୍ ଓ ଆଇଟିଆଇର ପ୍ରାୟ ୪ଶହ ଛାତ୍ର/ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ଲାକାର୍ଡ ଓ ସୂଚନା ପତ୍ର ବାଂଟିବା ସହିତ…
ବୁଢାବୁଢିଆଣୀରେ ପାଣି ପଂଚାୟତ ପକ୍ଷ ପାଳନ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବୁଢାବୁଢିଆଣୀ ବନ୍ଧ ଠାରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ଜଳ ସେଚନ ଅଂଚଳ କୃଷକ ମାନଙ୍କର, କୃଷକ ମାନଙ୍କ ଦ୍ୱାରା ଏବଂ କୃଷି ଓ କୃଷକ ମାନଙ୍କ ବିକାଶ ନିମନ୍ତେ ଉଦିଷ୍ଟ ଏହି ପାଣି ପଂଚାୟତ…
ପୋଙ୍ଗଲ ପାଳିବାକୁ ଯାଇଥିଲେ : ଘରେ ବୁଲିଲା କଳା କନା
ରାୟଗଡ( ସରୋଜ ସାହୁ): ଘରେ ତାଲା ପଡିଥିବା ଦେଖି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ରାୟଗଡ ସହର ଓଏମପି ନିକଟରେ । ଘଟଣାକ୍ରମେ ଓଏମପି ନିକଟରେ ରହୁଥିବା ବି.ରାଜେଶ ଯେ କି ଜଣେ ଶିକ୍ଷକ, ନିଜ ପରିବାର ସହ ୧୪ ତାରିଖ ଦିନ ପୋଙ୍ଗଲ ପର୍ବ ପାଳିବାକୁ ନିଜ ଗ୍ରାମ ଗୁଣପୁରକୁ…
ସାବିତ୍ରୀ ପାଠାଗାରରେ ନିରାଡମ୍ବର ମକର ବନ୍ଧୁମିଳନ
ରାୟଗଡ (ସରୋଜ ସାହୁ): ଡମ୍ବରୁଧର ପଟ୍ଟନାୟକଙ୍କ ଆବାହକତ୍ୱରେ ସାବିତ୍ରୀ ପାଠାଗାରରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗୋଟିଏ ନିରାଡମ୍ବର ମକର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସୃଜନଧାରା ଉପରେ…
ପତ୍ନୀଙ୍କ ଓଢଣୀକୁ କଲେ ମୃତ୍ୟୁ ଫାଶ
ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲା କାଶୀପୁର ବ୍ଲକର ବାଙ୍କାଆମ୍ବ ପଂଚାୟତ ଅନ୍ତର୍ଗତ ମାଙ୍କଡଝୋଲା ସରକାରୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ପରିବାର କଳହରୁ ଟିକିରୀ ସ୍ଥିତ ଭଡା ଘରେ ବେକରେ ସ୍ତ୍ରୀଙ୍କ ଓଢଣୀରେ ଫାଶୀଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ଖବରରୁ…