ଏକତାର ପରିଚୟ ଦେଲେ ରେଢାଖୋଲ ବାସୀ

0 2

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସମ୍ବଲପୁର  ଜିଲ୍ଲା ରେଢାଖୋଲ ସହର ଏବଂ ଗ୍ରାମାଞ୍ଚଳ ମାନଙ୍କ ରେ ଲୋକେ ଏକତାର ପରିଚୟ ଦେଇଛନ୍ତି। ରବିବାର ରାତି ୯ ଟାରୁ ୯ ମିନିଟ ପର୍ଯ୍ୟନ୍ତ ସମସ୍ତେ ଦୀପ, କ୍ୟାଣ୍ଡେଲ, ଟର୍ଚ୍ଚ ଲାଇଟ ଜଳାଇ ସାରା ଭାରତ ଏକତା ସୂତ୍ରରେ ବନ୍ଧା ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇଥିଲେ। କିଛି ସମୟ ପାଇଁ ଅଞ୍ଚଳରେ ଅଦିନିଆ ଦୀପାବଳିର ମାହୋଲ ସୃଷ୍ଟି ହୋଇଥିଲା। ସହରରେ ଆଲୋକର ରୋଷଣୀ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.