ଦେଖନ୍ତୁ ଆପଣଙ୍କ ଅଂଚଳରେ କେଉଁଠି ବସିବ ଅସ୍ଥାୟୀ ହାଟ !

2

ଭୁବନେଶ୍ୱର(ଶାସକ ପ୍ରଶାସକ )କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କାରାଯାଉଥିବା ବେଲେ ବିଭିନ୍ନ ହାଟ ବଜାରରେ ଅଯଥା ଭିଡକୁ ଏଡାଇ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବିଭନ୍ନ ସ୍ଥାନରେ ୪୪ଟି ଅସ୍ଥାୟୀ ହାଟ ଚିହ୍ନଟ କରିଛି | ଏଠି ନେଇ  ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛି ବିଏମ୍ସି |ଏହି ଅସ୍ଥାୟୀ ହାଟ ଗୁଡିକ ସକାଳ ୬ ଠାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଚାଲିବ | ବିଏମସି ଉତ୍ତର , ଦକ୍ଷିଣ ପଶ୍ଚିମ  ଓ ଉତ୍ତର ପୂର୍ବ ଜୋନରେ  ଯେଉଁ ୪୪ଟି ସ୍ଥାନରେ ଅସ୍ଥାୟୀ ହାଟ ବସିବା ସେଗୁଡିକ ହେଲା ନିମ୍ନ ମତେ : ଦେଖନ୍ତୁ ତାଲିକା | 

Leave A Reply

Your email address will not be published.