ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ସ୍ଥାନୀୟ +୩ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏନ୍ ଏସ୍ ଏସ୍ ବିଭାଗର ସେବା ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏନ୍ଏସ୍ଏସ୍ ଛାତ୍ରୀ  ଓ ବିଦ୍ୟାଳୟର…

ଟପ ଟେନରେ  ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଧନଲକ୍ଷ୍ମୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଗୃହ-ବିଜ୍ଞାନ(ସମ୍ମାନ) ବ୍ରହ୍ମପୁର ବିଶ୍ବ-ବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଦଶମ ସ୍ଥାନ ଅଳଙ୍କୃତ କରିଛନ୍ତି  ଧନଲକ୍ଷ୍ମୀ ବେହେରା । ଏହି…

ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମାତୃ ବିୟୋଗ

ଜଗତସିଂହପୁର:():- ଜଗତସିଂହପୁର ଜିଲ୍ଲା ପାୟୋନିୟର ଇଂରାଜୀ ଖବର କାଗଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମା' ସରୋଜିନୀ ନନ୍ଦଙ୍କ ହୃଦଘାତରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବୟସ ହୋଇଥିଲା।କିଛିଦିନ ହେବ କଟକର ଏକ ଘରୋଇ ଚିକିତ୍ସାଳୟରେ ସେ…

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ  ସଡକ ସୁରକ୍ଷା କମିଟି ବୈଠକ  ଅନୁଷ୍ଠିତ ହୋଇ ଯାଇଛି ।      ଜିଲ୍ଲାପାଳ ଅନୁପମ ଶାହା ଏହି…

ବଦଳି ଆଦେଶ ନବଦଳିବାରୁ ଆତ୍ମହତ୍ୟା ଉଦ୍ୟମ 

ବଲାଙ୍ଗୀର : ବଲାଙ୍ଗିର ଡିଆରଡିଏ କାର୍ଯ୍ୟାଳୟରେ ଏମଜିଏନଆରଇଜିଏର ସଂଯୋଜକ ଭାବେ ଅବସ୍ଥାପିତ ଥିବା ମନୀଷା ମଦୁଆଲ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ସେ…

 ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥପାଠ

(ଆଠମଲ୍ଲିକ/ସନ୍ତୋଷ ମେହେର ):ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି ଏହି ଅବସରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏଥିରେ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି…

ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର ।

(ହରଭଙ୍ଗା /ପ୍ରତାପ ମେହେର ): ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ର ଖେଳପଡିଆ  କେନାଲ ରେ ଏକ ନବଜାତ  ମୃତ ଶିଶୁ କନ୍ୟା କୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଏହା ଦେଖିବା ପରେ ଲୋକଙ୍କ ଭିଡ ଜମିଥିଲା । ପୋଲିସ କୁ ଖବର ଦେବା ପରେ  ବୌଦ୍ଧ  ପୋଲିସ୍ ଦ୍ଵାରା  ମୃତ ଶିଶୁ  କନ୍ୟା କୁ…

ଓଡିଶା ସରକାରଙ୍କ ସଫଳ ନୀତି ଆଣିଛି ବିକାଶ : କେନ୍ଦ୍ରମନ୍ତ୍ରୀ ରିଜେଜୁ 

ଭୁବନେଶ୍ୱର :  ଓଡିଶା ଆସିଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜେଜୁ | ଆଉ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ…

ପାଇଖାନା ରାଜନୀତି: ମିଛ ସୂଚନା ଫଳକ ଲାଗିଛି,ସରପଞ୍ଚ ଜାଣିନାହାନ୍ତି

ବାହ୍ୟ ମଳ ମୁକ୍ତ ଗାଁ ଘୋଷଣା ମିଛ ସୂଚନା ଫଳକ ବିରୋଧ ସରପଞ୍ଚ ବି କହୁଛନ୍ତି ଆହୁରି କାମ ବାକି ଅଛି ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନେକ ହିତାଧିକାରୀ ଶୌଚାଳୟ ଯୋଜନାରୁ  ବଞ୍ଚିତ ଥିବା…

ନିଜେ ଭିନ୍ନକ୍ଷମ,ହେଲେ ଦୁଇ ପକ୍ଷାଘାତକ୍ରାନ୍ତ ମହିଳାଙ୍କ ପାଖରେ ପହଂଚାଇଲେ ଭତ୍ତା  

ଭିନ୍ନକ୍ଷମ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟଙ୍କ ନିଆରା ଅନ୍ଦାଜ (ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର) :ମୋ ସରକାର ଯୋଜନର ସଫଳ ରୂପାୟନ କରୁଥିବା ଏମିତି ଏକ ଅଧିକାରୀ ହେଉଛନ୍ତି ଭିନ୍ନକ୍ଷମ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ୍ ଅଶୋକ କୁମାର ଦାସ ଯେ କି ଏବେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାମାଜିକ…