ଆଜି ଦୁଇ କରୋନା ରୋଗୀ ସୁସ୍ଥ | On Apr 17, 2020 6 Share ଭୁବନେଶ୍ୱର(ଶାସକ ପ୍ରଶାସକ)ଆଜି ଦୁଇ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଦୁହେଁ ଭୁବନେଶ୍ୱରର | ସେମାନଙ୍କୁ ହସପିଟାଲରୁ ଛାଡ କରାଯାଇଛି | ଏହି ଦୁଇଜଣଙ୍କୁ ମିଶାଇ ଏ ଯାବତ ୨୧ ଜଣ ସୁସ୍ଥ ହେଲେଣି | 6 Share FacebookTwitterGoogle+ReddItWhatsAppPinterestEmail