Sign in
Sign in
Recover your password.
A password will be e-mailed to you.
“ମୁଖ୍ୟମନ୍ତ୍ରୀ ବୋଧେ ଅସୁରକ୍ଷିତ ମନେ କରୁଛନ୍ତି “
ଭୁବନେଶ୍ୱର( ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ କିଛିଦିନ ତଳେ କହିଥଲେ ମୋ ଉତ୍ତରାଧିକାରୀ ମୋ ପରବାରରୁ କେହି ହେବେନାହିଁ | ବିଜୁ ଜନତାଦଳ ଭିତରୁ ହେବେ | ତେଣୁ ଆମେ ଭାବିଥିଲୁ ବିଜେଡିରେ ଆଉ କେହି ଜଣେ ନେତା ପାର୍ଟି ସଭାପତି ପଗଡି ପିନ୍ଧିବେ | ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ପଦ ଅଲଗା ଅଲଗା…
ସରସ୍ବତୀ ଶିଶୁ ମନ୍ଦିରରେ ଶିଶୁ ଶିବିର
ଲଇଡା,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଶନିବାର ଶିଶୁ ଭାଇଭଉଣୀ ମାନଙ୍କ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଲଇଡା ଗ୍ରିଡ ର ଟେକ୍ନିସିଆନ ତଥା ଅଭିଭାବକ ଅସିତ କୁମାର ସାହୁ ଶିବିର ର ଶୁଭ ଉଦ୍ଘାଟନ…
କେହି ସହୃଦୟ ବଢ଼ାନ୍ତେନି ଟିକେ ସହାୟତାର ହାତ !!!
http://www.youtube.com/watch?v=hyLZSXc-jCQ
2 ମାସର ଶିଶୁପୁତ୍ର ଶ୍ରୀଧରର ବଙ୍କେଇ ଯାଉଛି ଗୋଡ, ଚିକିତ୍ସା ପାଇଁ ଅର୍ଥାଭାବ
ପାଇକମାଲ:ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ଗାଁ ଗ୍ରାମରେ ବାସ କରନ୍ତି ହେମନ୍ତ ଶିକାଙ୍କ ପରିବାର | ଘରେ ବୁଢା ବାପା…
ଗଜ ଆତଙ୍କ : ଜଣେ ମୃତ, ଦୁଇ ଆହତ
ନୂଆପଡା: ଜିଲ୍ଳାର ବୋଡେନ ଥାନା କର୍ଲାକୋଟ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଟୁ ଦଲ (୪୫)ବର୍ଷ ଏବଂ ଦୁଇ ଆହତଙ୍କୁ ବୋଡେନ ଚିକିତ୍ସାଲୟରେ ଭର୍ତିକରାଯାଇଛି । ସୂଚନା ଅନୁସାରେ…
“ମିଛ କହିଛନ୍ତି କ୍ୟାପଟେନ, ନବୀନ କରନ୍ତୁ ବହିଷ୍କାର”
ନୟାଗଡ କଙ୍ଗାରୁ କୋର୍ଟ ପ୍ରସଙ୍ଗ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶକୁ ଚାପିବା ସହିତ ଗୃହରେ ବାରମ୍ବାର ମିଛ କହିଛନ୍ତି ଗୃହମନ୍ତ୍ରୀ।
ଭୁବନେଶ୍ୱର(ଶାସକ ପ୍ରଶାସକ):ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ଆଜିକୁ ପ୍ରାୟ ୧୪ ବର୍ଷ ହେଲା…
ପୋଲସରା ଅଗ୍ନି ଦୁର୍ଘଟଣା : ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଘୋଷଣା କଲେ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି
ଭୁବନେଶ୍ୱର : ଗଂଜାମ ଜିଲ୍ଲାର ପୋଲସରା ନିକଟରେ ଘଟିଥିବା ମର୍ମନ୍ତୁଦ ଅଗ୍ନି ଦୁର୍ଘଟଣାରେ ୩ଜଣ ଶିଶୁଙ୍କ ମୃତ୍ୟୁବରଣ ଘଟଣାରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ…
ନାମକୁ ନାମାଙ୍କନ: ଅବିକଳ୍ପ ବିଜୁ ନନ୍ଦନ
ଭୁବନେଶ୍ୱର (): ଆଜି ବିଜୁ ଜନତା ଦଳର ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ଆଉ ତାଙ୍କ ସହ କାର୍ଯ୍ୟକାରିଣୀ କମିଟି ପାଇଁ ମଧ୍ୟ ସଦସ୍ୟମାନେ ନାମାଙ୍କନ କରିବେ । ହେଲେ ଏହା କେବଳ ଔପଚାରିକତା ମାତ୍ର । କେବଳ କାଗଜ କଲମରେ ନିର୍ବାଚନ କମିଶନରେ ଦଳିଲ…
ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁବାଟିକା ବିଭାଗ ଆନୁକୂଲ୍ୟରେ ଶନିବାର ପୂର୍ବାହ୍ନରେ ‘ଘରହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁବାଟିକା ବିଭାଗ ପ୍ରମୁଖ ଅନୁପା ମହାପା୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାୟତ୍ରୀ…
ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱରକୁ ବିଶ୍ୱର ଆଧୁନିକ ସହର କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ
ଭୁବନେଶ୍ୱର, (ଶାସକ ପ୍ରଶାସକ) - ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ…