Sign in
Sign in
Recover your password.
A password will be e-mailed to you.
ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦ୍ଘାଟିତ
ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ): ଆଜି ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟର (Trophy)ର ଶୁଭ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ମା ସମଲେଇ ମନ୍ଦିର ପରିସରରେ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବରେ ହରଜେନ୍ଦ୍ର ସିଂ, ବୈକୁଣ୍ଠ ନାଏକ, ପଞ୍ଚା ବlର୍ଲା , କୁନୁ…
ଖାଉଥେଲେ, ଖାପକିନି ମାଡି ବସିଲା ଭିଜିଲାନ୍ସ
http://www.youtube.com/watch?v=wyxAQW7SIVs
ସମ୍ବଲପୁର ମହାନଗର ନିଗମର ବରିଷ୍ଠ ଅମିନ ଦୁର୍ନୀତି ନିବାରଣ ବିଭାଗର ଦ୍ବାରା ଗିରଫ ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ମହାନଗର ନିଗମର ବରିଷ୍ଠ ଅମିନ ପ୍ରସନ୍ନ କୁମାର ପରିଡା ଘର ନକ୍ସା ମଞ୍ଜୁରୀ ପାଇଁ ନଗଦ ପନ୍ଦର ହଜାର ଟଙ୍କା ଲାଞ୍ଚ…
ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାରମୂଳକ କାର୍ଯ୍ୟକ୍ରମ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସାହୁ କଲୋନୀର ସାଇ ସ୍ଵଂୟ ସହାୟକ ଗୋଷ୍ଠୀ ପକ୍ଷରୁ "ସୃତି ଉପବନ " ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି…
ଛି ଛି , ଏ କି ମାନସିକତା : ଝିଅଛୁଆ ଜନ୍ମ କରି ଫିଙ୍ଗିଦେଲେ
ସିନାପାଲି/ନିରାକାର ମେହେର : ସରକାର ବେଟି ବଚାଓ ବେଟି ପଢ଼ାଓ ର ନାରା ଲଗାଉ ଓ ବିଭିନ୍ନ ସରକାରୀ ବେସରକାରୀ ହସ ପିଟଳ କୁ କନ୍ୟାଭୃଣ ହତ୍ୟା ପାଇଁ ରୋକ ଲଗଉଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି କା ପସି ଗାଁ ରେ !ଲୋକ ସୂଚନା କ୍ରମେ ଆଜି ସକାଳୁ ଏକ…
ଦୁର୍ନୀତି ବିରୋଧୀ ଆଭିମୁଖ୍ୟରେ କଠୋର ନବୀନ
ଲାଞ୍ଚୁଆ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ : ଛନକା ପଶିଲାଣି ଲାଞ୍ଚୁଆଙ୍କ ଛାତିରେ
୬ ଜଣ ଅଧିକାରୀଙ୍କ ପେନସନ ସୁବିଧା ସ୍ଥାୟୀଭାବରେ ବନ୍ଦ କରିବା ପାଇଁ ଆଜି ଦେଲେ ନିର୍ଦ୍ଦେଶ
ଓବିସିସିର ପୁର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ପରିଚାଳନା…
ଏହା ଆତ୍ମହତ୍ୟା ନା ହତ୍ୟା : ଯାହା ବି ହେଲା କାହିଁକି ହେଲା ଯେ ନିରୀହ ଜୀବନ ଉଜୁଡି ଗଲା !!
ପୁଣି ଚର୍ଚ୍ଚାରେ ସେବାଶ୍ରମ ସ୍କୁଲ , ବିଦ୍ୟାଳୟ ପଛ ପଟୁ ମିଳିଲା ଛାତ୍ରର ଝୁଲନ୍ତା ମୃତ ଦେହ
ନୁଆପଡା(ଅମିତ ପୁରୋହିତ) ;ନୂଆପଡା ଜିଲ୍ଲା କୋମନା ବ୍ଲକ ର ଦର୍ଲିପଡା ସେବାଶ୍ରମ ହାଇସ୍କୁଲ ପଛ ପଟେ ଜଣେ ଛାତ୍ରର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ସୂଚନାନୁସାରେ ସୁମନ୍ତ ଶବର (୧୪)…
କେହି ବୁଝି ପାରିଲେନି ଖେଳ କେମିତି ହେଲା : ବାବୁଲିଙ୍କୁ ବ୍ରେକ ଦେଲେ ବୁନୁ, ଅଶୋକ ପୁଣି ଘାଇଲା
ଭୁବନେଶ୍ୱର (ଶାସକ ପ୍ରଶାସକ) ସେତେବେଳେ ରାତାରାତି ବଦଳି ହୋଇଥିଲା କେହି ବୁଝି ପାରିନଥିଲେ | ଏଥର ବି ରାତାରାତି ବଦଳି ହେଲା କେହି ସୁତାଏ ଆଭାସ ବି ପାଇଲେନି | ସେତେବେଳେ ରାତି ପହିଲା ବେଳକୁ ଅଶୋକ ଆଉଟ ବାଇଁଆ ଇନ, ସକାଳୁ ଅଶୋକ ପଣ୍ଡା ପେପରରୁ ପଢିଲେ ଯେ ସେ ସଭାପତି ପଦରୁ ବିଦା ଆଉ ଅମରେଶ…
କାଠପଟା ବୋଝେଇ ପିକଅପ ଜବତ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋରା କାଠପଟା ବୋଝେଇ ପିକଅପ ବନବିଭାଗ ଦ୍ଵାରା ଜବତ। ବିଶେଷ ସୂତ୍ରରୁ ଖବରପାଇ ବାଙ୍ଗରିପୋଷି ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ କୁଳିଅଣା ବନ କର୍ମଚାରୀଙ୍କ ଏକ ଟିମ କାଠ ବୋଝେଇ ପିକ ଅପ ଗାଡିକୁ ଜାମଶୋଳା ନିକଟରେ ଜବଦ କରିଥିବା ଜଣାପଡ଼ିଛି। ଗାଡିଟି…
ରାଜ୍ୟରେ ସମବାୟ ନିର୍ବାଚନ ପ।ଇଁ ରାଜ୍ୟସରକାର ତୁରନ୍ତ ପଦକ୍ଷେ ନିଅନ୍ତୁ : ବିଜେପି
ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକରେ ପ୍ରକୋଷ୍ଠରେ ଏକ ବୈଠକଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ରାଜ୍ୟ ସମବାୟର ବିକାଶ ଦିଗରେ…
ପିତୃହନ୍ତା ପୁତ୍ର ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଫେବୃଆରୀ ୨୧ ମୟୂରଭଞ୍ଜବାସୀ ପବିତ୍ର ମହାଶିବ ରାତ୍ରି ଅବସରରେ ପ୍ରଭୂ ଭୋଳାନାଥଙ୍କ ଆରାଧନାରେ ଲାଗିଥିବା ବେଳେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା କୋହ୍ଲସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଏକ କାଠର ଲାଠିକୁ କେନ୍ଦ୍ର କରି ପିତା ଗୋପାଳ…