Sign in
Sign in
Recover your password.
A password will be e-mailed to you.
81 ବର୍ଷୀୟ ବୃଦ୍ଧାଙ୍କ ଖାଦ୍ୟ ବ୍ୟବସ୍ଥା କରାଇଲେ ଉପଜିଲ୍ଲାପାଳ
ବରଗଡ(ଶାସକ ପ୍ରଶାସକ) :- ବର୍ତ୍ତମାନ ଦେଶ ଲକଡାଉନ । ରାଜ୍ୟ ଓ କେନ୍ଦ୍ର ସରକାର ଓ ସରକାରୀ କର୍ମଚାରୀ ମାନେ ତଥା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ବିଭିନ୍ନ ସ୍ଥାନକୁ ଯାଇ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି । ଗତ କାଲି ସାମାଜିକ…
ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା,ଗୁଜବ ପ୍ରଚାର ଅଭିଯୋଗରେ ୬୦ ଜଣ ଗିରଫ
ଏକ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ କିଣାଯିବା ପାଇଁ ନିଷ୍ପତ୍ତି
ଅଧ୍ୟାଦେଶ ଜରିଆରେ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧନ
ପ୍ରତିଟି ଅପରାଧକୁ ଧରାଯିବ ଧର୍ତ୍ତବ୍ୟ, ୨ ବର୍ଷ ଜେଲ୍ କିମ୍ବା ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଟେଲି ମେଡ଼ିସିନ ସେବା ଯୋଗାଇଦେବା ପାଇଁ ୫୦୦ରୁ ଅଧିକ ଡାକ୍ତର…
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ବିଜେପିର ସ୍ୱାଗତ
ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତି ସ୍ୱାଗତଯୋଗ୍ୟ : ସମୀର ମହାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ ‘ଲକ୍ ଡାଉନ’ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନର ସମୟ…
କରୋନା ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ବିଧାୟକ କଲେ ଆଲୋଚନା
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ସଭା ଗୃହରେ ଗୁରୁବାର ଦିନ କରୋନା ସଚେତନତା ବିଷୟ ନେଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ଅଧିକାରୀ ବୃନ୍ଦଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା କାର୍ଯ୍ୟକ୍ରମରେ ଭଞ୍ଜନଗର ଏସଡ଼ିପିଓ…
ମାସ୍କ ପିନ୍ଧିନଥିବାରୁ ବ୍ୟବସାୟୀଙ୍କୁ ଜରିମାନା
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:ବୁଗୁଡା ସହରରେ ଜଣେ ବ୍ୟବସାୟୀ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବା ଯୋଗୁଁ ଏକ ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ…
ଗଜପତି : କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ କେୟାର ହସପିଟାଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଳା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ-ସୀତାପୁର ସ୍ଥିତ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣରେଖା ଛାତ୍ରାବାସ ଠାରେ ନିର୍ମାଣ ଚାଲିଥିବା ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ-୧୯ କେୟାର ହସପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଛି ।…
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ପଦ୍ମପୁର/ଶାସକ ପ୍ରଶାସକ - କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତି ବିଶେଷଙ୍କ ତରଫରୁ ଆଜି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସହାୟତା ପ୍ରଦାନ କରିଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳ…
ଲକଡାଉନ : ଅବଧି ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ
Bhubaneswar(shasak Prashasak ): ଲକ ଡାଉନ ବଢିବ କି ନାହିଁ ତାକୁ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନଥିବାବେଳେ ଆଜି ଓଡିଶା ସରକାର ଲାକଡାଉନ ବଢ଼ାଇବା ନେଇ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ…
କରୋନା ମୁକାବିଲାରେ ସହଯୋଗର ହାତ ବଢ଼ାଇଲା ସମବାୟ ସମିତି ସମ୍ପାଦକ ସଂଘ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ୧,୭୦,୦୦୦ ଟଙ୍କାର ସହାୟତା
ନୟାଗଡ(ବିଶ୍ୱଜିତ ନାୟକ) : କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ଏ ତିରୋଟ ସମୟରେ ସହଯୋଗର ହାତ ବଢାଇଛନ୍ତି ନୟାଗଡ ଜିଲ୍ଲାର ସମବାୟ ସମିତି ସମ୍ପାଦକ…