ବରଗଡ଼ (ଶାସକ ପ୍ରଶାସକ)ବରଗଡ ଜିଲ୍ଲାର ୬ ଟି ନୂତନ କରୋନା ପୋଜିଟିଭ ମାମଲା (ସମସ୍ତ ପୁରୁଷ ବ୍ୟକ୍ତି) ଭେଡେନରୁ ୪ ଏବଂ ଭଟଲି ବ୍ଲକରୁ ୨ ଟି ଚିହ୍ନଟ ହୋଇଛି | ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଭ୍ରମଣ ଇତିହାସ ଏବଂ ଭଟଲିରେ ଗୋଟିଏ ସ୍ଥାନୀୟ ମାମଲା ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡିକ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।ଯେହେତୁ ସଂଘରୋଧ କେଦ୍ର ବାହାରେ ସଂକ୍ରମଣ ହୋଇଛି ସେଥିପାଇଁ ବରଗଡ଼ ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |
Sign in
Sign in
Recover your password.
A password will be e-mailed to you.
Prev Post